ବାଲେଶ୍ୱର ଗୁଳିକାଣ୍ଡର ପର୍ଦ୍ଦାଫାସ୍, ୨ ଜଣଙ୍କୁ ଗିରଫ କଲା ପୁଲିସ୍‌

ବାଲେଶ୍ୱର(ରଞ୍ଜିତ୍‌ ପାକଳ): ବାଲେଶ୍ୱର ଓଟି ରୋଡ଼ରେ ଥିବା ଏକ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ  ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସେମାନେ ହେଲେ ବାଲେଶ୍ୱର ସଦର ଥାନା ମେଘଡମ୍ବୁରୁ ଗାଁର ଜନନ ପାଣିଗ୍ରାହୀ ଏବଂ ସହଦେବଖୁଣ୍ଟା ଥାନା ନିଳିଆବାଗ ଗାଁର ସନ୍ଦୀପ କୁମାର ପତି।  ପୁଲିସ୍‌ ସେମାନଙ୍କଠାରୁ ୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି। ହୋଟେଲ ଉପରକୁ ଯେଉଁ ବନ୍ଧୁକ […]

firing

firing

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 10:20 AM IST

Sports

Latest News

ବାଲେଶ୍ୱର(ରଞ୍ଜିତ୍‌ ପାକଳ): ବାଲେଶ୍ୱର ଓଟି ରୋଡ଼ରେ ଥିବା ଏକ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ  ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସେମାନେ ହେଲେ ବାଲେଶ୍ୱର ସଦର ଥାନା ମେଘଡମ୍ବୁରୁ ଗାଁର ଜନନ ପାଣିଗ୍ରାହୀ ଏବଂ ସହଦେବଖୁଣ୍ଟା ଥାନା ନିଳିଆବାଗ ଗାଁର ସନ୍ଦୀପ କୁମାର ପତି।  ପୁଲିସ୍‌ ସେମାନଙ୍କଠାରୁ ୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି। ହୋଟେଲ ଉପରକୁ ଯେଉଁ ବନ୍ଧୁକ ଚଳାଯାଇଥିଲା ପୁଲିସ୍‌ ତାହାକୁ ଜବତ କରିପାରିନି।  ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ପୁଲିସ୍‌ ଉକ୍ତ ବନ୍ଧୁକ ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।  ଦାଦା ବଟି ଆଦାୟକୁ କେନ୍ଦ୍ରକରି ଏହି ଫାଙ୍କା ଗୁଳି ଚାଳନା କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ଗତ ୮ ତାରିଖରେ ଗୋଟିଏ ବାଇକରେ ତିନିଜଣ ବ୍ୟକ୍ତି ଆସିଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ପ୍ରଥମେ ହୋଟେଲ ସୁରକ୍ଷା କର୍ମୀଙ୍କ ସହ କଥା ହୋଇଥିଲେ।  ଏହାପରେ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ।  ଏହାପରେ ବାଇକରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେବା ପରେ ପୁଣି ଥରେ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story