ନିଶା ଟାବଲେଟ୍ କାରବାର ଅଭିଯୋଗରେ ୨ ଗିରଫ

ନୂଆପଡା (ମାୟାଧର ସରାଫ):ନୂଆପଡା ଜିଲ୍ଲା କୋମନା ଥାନା ପୁଲିସ୍‌ ବେଆଇନ ନିଶା ଟାବଲେଟ୍ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ କୋମନା ପୁଲିସ୍‌ ମହୁଲଭଟା ଗାଁର ସୁଜିତ କୁମାର ଭୋଇ ଓ କୁରେଶ୍ୱର ଗାଁର ରମେଶ କେତକି ନାମକ ୨ ଜଣ ଯୁବକଙ୍କୁ ନିଶା ଟାବଲେଟ୍ କାରବାର ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ନିକଟରୁ ୫୬୦ ନିଶା ଟାବଲେଟ୍ ଜବତ ହୋଇଛି।

nuapada

Niharika Rout
  • Published: Monday, 16 December 2019
  • , Updated: 16 December 2019, 11:55 AM IST

ନୂଆପଡା (ମାୟାଧର ସରାଫ):ନୂଆପଡା ଜିଲ୍ଲା କୋମନା ଥାନା ପୁଲିସ୍‌ ବେଆଇନ ନିଶା ଟାବଲେଟ୍ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ।

ବିଶେଷ ସୂତ୍ରରୁ ଖବର ପାଇ କୋମନା ପୁଲିସ୍‌ ମହୁଲଭଟା ଗାଁର ସୁଜିତ କୁମାର ଭୋଇ ଓ କୁରେଶ୍ୱର ଗାଁର ରମେଶ କେତକି ନାମକ ୨ ଜଣ ଯୁବକଙ୍କୁ ନିଶା ଟାବଲେଟ୍ କାରବାର ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ନିକଟରୁ ୫୬୦ ନିଶା ଟାବଲେଟ୍ ଜବତ ହୋଇଛି।

Related story