ଓଡ଼ିଶାରେ ଦୁଇ ଡୋଜ୍ ଟିକା ନେଲେଣି ୨ କୋଟି ଲୋକ, ୧୦ରୁ ନେବେ ୨୫ଲକ୍ଷ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ସୁଦ୍ଧା ରାଜ୍ୟରେ ଶତପ୍ରତିଶତ କୋଭିଡ ଟିକାକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ଓଡ଼ିଶାରେ ଏପର୍ଯ୍ୟନ୍ତ ୨କୋଟି ଲୋକଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଆଜିସୁଦ୍ଧା ମୋଟ ୨.୯୦ଲକ୍ଷ ଲୋକ କୋଭିଡର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି। ତେବେ ଆସନ୍ତା ଜାନୁୟାରୀ ୧୦ରୁ ରାଜ୍ୟର ୧୫ରୁ ୧୮ବର୍ଷ ବୟସର ୨୫ଲକ୍ଷ ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାର […]

vaccination-in-india

vaccination-in-india

Ordigital Desk
  • Published: Monday, 27 December 2021
  • Updated: 27 December 2021, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ସୁଦ୍ଧା ରାଜ୍ୟରେ ଶତପ୍ରତିଶତ କୋଭିଡ ଟିକାକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ଓଡ଼ିଶାରେ ଏପର୍ଯ୍ୟନ୍ତ ୨କୋଟି ଲୋକଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଆଜିସୁଦ୍ଧା ମୋଟ ୨.୯୦ଲକ୍ଷ ଲୋକ କୋଭିଡର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି। ତେବେ ଆସନ୍ତା ଜାନୁୟାରୀ ୧୦ରୁ ରାଜ୍ୟର ୧୫ରୁ ୧୮ବର୍ଷ ବୟସର ୨୫ଲକ୍ଷ ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଆଜିସୁଦ୍ଧା ରାଜ୍ୟରେ ମୋଟ ୪କୋଟି ୯୦ଲକ୍ଷ ୪୪ହଜାର ୩୪୫ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏଥିରେ ୨କୋଟି ୮୯ଲକ୍ଷ ୯୭ହଜାର ୪୨୦ ଟୀକା ପ୍ରଥମ ଡୋଜ୍ ହୋଇଥିବାବେଳେ ୨କୋଟି ୪୬ହଜାର ୯୨୫ଜଣଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ମୋଟ ୯୦% ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଥିବାବେଳେ ୬୨ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି ।

ଅନ୍ୟପକ୍ଷରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ୧୫ରୁ ୧୮ବର୍ଷ ପିଲାଙ୍କ ସଂଖ୍ୟା ୨୫.୫୩ଲକ୍ଷ । ଟିକା ପାଇଁ ୧୫ରୁ ୧୮ବର୍ଷର ପିଳାଙ୍କ ପଞ୍ଜିକରଣ କରିବାକୁ ପଡ଼ିବ । ୬୦ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୫୨.୩୬ଲକ୍ଷ । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଟୀକା ଦିଆଯିବ ।

ସେହିପରି ୭.୦୫ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିରେ ସ୍ୱାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ ସ୍କୁଲ, କଲେଜରେ ବି ଟିକା ଦିଆଯିବ । ଅଭିଭାବକମାନେ ନିଜର ପିଲାଙ୍କୁ ଧରି ଟିକା ଦେବାକୁ ଆସିବେ । ଏବେ ୨୬୦୦ଟି ସେସନରେ ଟିକାକରଣ ଚାଲିଛି । ଟିକାକରଣ ପାଇଁ ପ୍ରତ୍ୟେକ ବ୍ଲକରେ ୮ଟି ମୋବାଇଲ ଟିମ୍ ବୁଲୁଛନ୍ତି । ରାଜ୍ୟରେ ୨୯ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୩୦ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ବୋଲି ସେ କହିଛନ୍ତି । ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ଗାଇଡଲାଇନ୍ ଆସିନାହିଁ । ତେବେ ଏଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story