୨ କୋଟିର ବ୍ରାଉନ୍‌ସୁଗର ଜବତ, ବେଲ ପାଇଥିବା ହତ୍ୟା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ନିକଟ ତଥା ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟରୁ ୨ କିଲୋ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ। ଖୋର୍ଦ୍ଧା ଜିଲ୍ଲା ପୁଲିସ ସହଯୋଗ ନେଇ ଏସ୍‌ଟିଏଫ୍ ଆଜି ଭୋରରୁ କରିଥିବା ଚଢ଼ାଉରେ ଏହି ନିଷିଦ୍ଧ ନିଶା ସାମଗ୍ରୀ ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ। ବ୍ରାଉନ୍‌ସୁଗାର ଚୋରାଚାଲଣ କରୁଥିବା ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଅନ୍ଧାରୁଆରର ରାକେଶ […]

arrest-brown

arrest-brown

Niranjan Mishra
  • Published: Wednesday, 09 November 2022
  • Updated: 09 November 2022, 06:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ନିକଟ ତଥା ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟରୁ ୨ କିଲୋ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ। ଖୋର୍ଦ୍ଧା ଜିଲ୍ଲା ପୁଲିସ ସହଯୋଗ ନେଇ ଏସ୍‌ଟିଏଫ୍ ଆଜି ଭୋରରୁ କରିଥିବା ଚଢ଼ାଉରେ ଏହି ନିଷିଦ୍ଧ ନିଶା ସାମଗ୍ରୀ ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ। ବ୍ରାଉନ୍‌ସୁଗାର ଚୋରାଚାଲଣ କରୁଥିବା ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଅନ୍ଧାରୁଆରର ରାକେଶ ସାମନ୍ତରାୟ।

ସର୍ଚ୍ଚ ବେଳେ ତାଙ୍କ ନିକଟରୁ ଛୁରୀ ଓ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ତାଙ୍କୁ ଗିରଫ କରାଯିବା ପରେ ଖୋର୍ଦ୍ଧା ଏଡିଜେଙ୍କ କୋର୍ଟରେ ହାଜର କରାଯାଇଛି। ଏନେଇ ଏକ ମାମଲା କରାଯାଇ ତଦନ୍ତ ଚାଲି ରହିଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୁକ୍ତ ଜଣକ ୨୦୧୮ରେ ସଂଗଠିତ ଏକ ହତ୍ୟା ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ନିକଟରେ କଣ୍ଡିସନାଲ ବେଲ ପାଇ ବାହାରକୁ ଆସିଥିଲେ। ଖଣ୍ଡଗିରି ଥାନାରେ ତାଙ୍କ ନାମରେ ଏହି ହତ୍ୟା ମାମଲା ରହିଛି।

ସୂଚନା ଥାଉକି, ୨୦୨୦ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍‌ରେ ଏ ପର୍ଯ୍ୟନ୍ତ ଏସ୍‌ଟିଏଫ୍‌କୁ ୬୧ କେଜିରୁ ଅଧିକ ପରିମାଣର ହେରୋଇନ୍ ଓ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ସେହିପରି ୨୦୨ ଗ୍ରାମର କୋକେନ୍, ୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ଭାଙ୍ଗ, ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି। ଏହି ମାମଲାଗୁଡ଼ିକରେ ୧୬୩ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story