ବାଟରେ ଖରାପ ହେଲା ଚୋରା ଗାଡ଼ି, ମେକାନିକ୍‌ ଭାବି ମାଲିକଙ୍କୁ ଡାକିଲେ ଚୋର

ଜଳେଶ୍ୱର(ଅଜିତ ଦାଶ):  ରାତିଅଧରେ ବୁଲେଟ୍ ଚୋରି କରି ଚମ୍ପଟ ମାରିବାକୁ ଯୋଜନା କରିଥିଲେ। ହେଲେ ସେମାନଙ୍କର ଏହି ଯୋଜନା ଫସର ଫାଟିଗଲା। ବାଟରେ ଗାଡ଼ି ଖରାପ ହେବାରୁ ହରଡ଼ଘଣାରେ ପଡ଼ିଗଲେ ଦୁଇ ଚୋର। ଶେଷରେ ଯାହାର ଗାଡ଼ି ଚୋରାଇଥିଲେ, ତାକୁ ମେକାନିକ୍‌ ଭାବି ଗାଡ଼ି ସଜାଡିବାକୁ ଡାକି ନିର୍ଧୂମ ଛେଚା ଖାଇଲେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଦଣ୍ଡକୁଣ୍ଡ ଗାଁରେ। ଗତକାଲି ଦଣ୍ଡକୁଣ୍ଡ ଗାଁର ମଣ୍ଟୁ ସିଂହଙ୍କ ବୁଲେଟ୍‌ ଘର ବାହାରେ […]

jalaswer

jalaswer

Tapaswini Nayak
  • Published: Tuesday, 19 April 2022
  • Updated: 19 April 2022, 11:11 AM IST

Sports

Latest News

ଜଳେଶ୍ୱର(ଅଜିତ ଦାଶ):  ରାତିଅଧରେ ବୁଲେଟ୍ ଚୋରି କରି ଚମ୍ପଟ ମାରିବାକୁ ଯୋଜନା କରିଥିଲେ। ହେଲେ ସେମାନଙ୍କର ଏହି ଯୋଜନା ଫସର ଫାଟିଗଲା। ବାଟରେ ଗାଡ଼ି ଖରାପ ହେବାରୁ ହରଡ଼ଘଣାରେ ପଡ଼ିଗଲେ ଦୁଇ ଚୋର। ଶେଷରେ ଯାହାର ଗାଡ଼ି ଚୋରାଇଥିଲେ, ତାକୁ ମେକାନିକ୍‌ ଭାବି ଗାଡ଼ି ସଜାଡିବାକୁ ଡାକି ନିର୍ଧୂମ ଛେଚା ଖାଇଲେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଦଣ୍ଡକୁଣ୍ଡ ଗାଁରେ।

ଗତକାଲି ଦଣ୍ଡକୁଣ୍ଡ ଗାଁର ମଣ୍ଟୁ ସିଂହଙ୍କ ବୁଲେଟ୍‌ ଘର ବାହାରେ ଥିଲା। ବିଳମ୍ବିତ ରାତିରେ ଦୁଇ ଜଣ ବାଇକ୍ ଚୋର ଆସି ସେହି ଗାଡ଼ିଟିକୁ ନେଇ ଚମ୍ପଟ ମାରିଥିଲେ। ଅଧାବାଟ ଗଲା ପରେ ଗାଡ଼ିଟି ହଠାତ୍ ଖରାପ ହୋଇଯାଇଥିଲା। ସେଠାରେ ଥିବା ସ୍ଥାନୀୟ ଲୋକଙ୍କୁ ଚୋରମାନେ ମେକାନିକ୍‌ ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ଲୋକେ ମେକାନିକ୍ ମଣ୍ଟୁ ସିଂହର ନମ୍ବର ଦେଇଥିଲେ। ବାଇକ୍ ଚୋରମାନେ ମଣ୍ଟୁଙ୍କୁ ଗାଡ଼ି ସଜାଡିବାକୁ ନିର୍ଦ୍ଦିଷ୍ଟ  ସ୍ଥାନକୁ ଆସିବାକୁ ଫୋନ୍ କରି ଡାକିଥିଲେ। ହେଲେ ଉକ୍ତ ଗାଡ଼ିଟି ମଣ୍ଟୁଙ୍କର ବୋଲି ଚୋରମାନେ ଜାଣି ନଥିଲେ।

ଚୋରମାନେ ଡାକିଥିବା ସ୍ଥାନରେ ପହଞ୍ଚି ମଣ୍ଟୁ ନିଜ ଗାଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଥିଲେ। ଯୁବକ ଦୁଇ ଜଣଙ୍କ ପରିଚୟ ମିଳିନାହିଁ। ରିପୋର୍ଟ ଲେଖାଯିବା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story