ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ଥିଲେ ଲକ୍ଷେ ଟଙ୍କା, ତା’ ପରେ...

ପୋଲସରା (ଅକ୍ଷୟ ମହାରଣା): ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମାଡ଼  ମାରି ଲୁଟି ନେଇଥିଲେ  ଲକ୍ଷେରୁ ଅଧିକ ଟଙ୍କା। ପୁଲିସ ସେହି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଛକ ନିକଟରେ। ପୁଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଗାଡ଼ି, ନଗଦ ୯୮ ହଜାର ୫୦୦ ଟଙ୍କା  ଓ ଏକ ବ୍ୟାଗ ଜବତ କରିଛି।  […]

polasora

polasora

Tapaswini Nayak
  • Published: Saturday, 15 January 2022
  • Updated: 15 January 2022, 01:30 PM IST

Sports

Latest News

ପୋଲସରା (ଅକ୍ଷୟ ମହାରଣା): ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମାଡ଼  ମାରି ଲୁଟି ନେଇଥିଲେ  ଲକ୍ଷେରୁ ଅଧିକ ଟଙ୍କା। ପୁଲିସ ସେହି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।

ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଛକ ନିକଟରେ। ପୁଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଗାଡ଼ି, ନଗଦ ୯୮ ହଜାର ୫୦୦ ଟଙ୍କା  ଓ ଏକ ବ୍ୟାଗ ଜବତ କରିଛି।  ଅଭିଯୁକ୍ତମାନେ ହେଲେ ନୂଆସାପୁର ଗାଁର ଏମ କାଳୀ, ଏ ଶିବା ଓ ପାକଲାପଲ୍ଲୀ ଗ୍ରାମର ଏ ସନ୍ତୋଷ।

ମିଳିଥିବା ସୂଚନା ଅନୁସାରେ, ପୋଲସରା ଅଞ୍ଚଳରେ ଥିବା ସୂର୍ଯ୍ୟଦୟ କ୍ଷୁଦ୍ର ଫାଇନାନ୍ସ କମ୍ପାନୀର କର୍ମଚାରୀ ଶ୍ରୀଧର ନାୟକ ଟଙ୍କା କଲେକ୍ସନ କରି ପୋଲସରା ଫେରୁଥିଲେ। ଏହି ସମୟରେ ସରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଛକ ନିକଟରେ ତିନି ଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ ଓ ଟଙ୍କା ମାଗିଥିଲେ। ଶ୍ରୀଧର  ଟଙ୍କା ଦେବାକୁ ଅରାଜି ହେବାରୁ  ତାଙ୍କୁ ମାଡ ମାରି ୧ ଲକ୍ଷ ୧୪ ହଜାର ୩୯୧ ନେଇ ଚମ୍ପଟ ମାରିଥିଲେ। ଏନେଇ ଶ୍ରୀଧର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗତକାଲି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ଏହି ତିନି ଜଣ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ  ମଧ୍ୟ ଅନେକ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story