ରାଜଧାନୀରେ ଏବେବି ୩୪୩୨ଜଣ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରା ପୂଜା ପୂର୍ବରୁ କୋଭିଡ୍ ସଂକ୍ରମଣ ବୃ୍‌ଦ୍ଧି ଆଶଙ୍କାରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ପୁଣିଥରେ କେତେକ କଟକଣା ଜାରି କରିଥିବାବେଳେ ଆଜିବି ରାଜଧାନୀ ଭୁବନେଶ୍ୱରରେ ୩୪୩୨ଜଣ ସଂକ୍ରିୟ କୋଭିଡ୍ ସଂକ୍ରମିତ ମାମଲା ରହିଥିବା ଜଣାପଡ଼ିଛି। ବିଏମସି ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏବେ ୩୪୩୨ଜଣ ସଂକ୍ରିୟ ସଂକ୍ରମିତ ରୋଗୀ ଥିବାବେଳେ ୧୯୪ଜଣ ସୁସ୍ଥ ହୋଇଛନ୍ତି । କୋଭିଡରେ ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୦୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି […]

covid19

covid19

Ordigital Desk
  • Published: Monday, 04 October 2021
  • Updated: 04 October 2021, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରା ପୂଜା ପୂର୍ବରୁ କୋଭିଡ୍ ସଂକ୍ରମଣ ବୃ୍‌ଦ୍ଧି ଆଶଙ୍କାରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ପୁଣିଥରେ କେତେକ କଟକଣା ଜାରି କରିଥିବାବେଳେ ଆଜିବି ରାଜଧାନୀ ଭୁବନେଶ୍ୱରରେ ୩୪୩୨ଜଣ ସଂକ୍ରିୟ କୋଭିଡ୍ ସଂକ୍ରମିତ ମାମଲା ରହିଥିବା ଜଣାପଡ଼ିଛି।

ବିଏମସି ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏବେ ୩୪୩୨ଜଣ ସଂକ୍ରିୟ ସଂକ୍ରମିତ ରୋଗୀ ଥିବାବେଳେ ୧୯୪ଜଣ ସୁସ୍ଥ ହୋଇଛନ୍ତି । କୋଭିଡରେ ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୦୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୧୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ଜଣ କ୍ୱାରେଣ୍ଟାଇନରେ ଓ ୧୦୨ଜଣ ସ୍ଥାନୀୟ ସଂକ୍ରମିତ । ଏହି ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୮ଜଣ ନୟାପଲ୍ଲୀ ଅଂଚଳର ହୋଇଥିବାବେଳେ ଶହୀଦ ନଗର ,ବରଗଡ଼ ଓ ଓଲଡ୍ ଟାଉନରୁ ୪ଜଣ ଲେଖାଏଁ ଅଛନ୍ତି । ରବିବାର ରାଜଧାନୀ ଭୁବନେଶ୍ୱରରୁ ୧୪୯ଜଣ ଓ ଶନିବାର ୧୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୧୧ଲକ୍ଷ ଲୋକ ନିଜର ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି ।

ସମଗ୍ର ରାଜ୍ୟରେ ଆଜି ୪୪୮୫ଜଣ ସଂକ୍ରିୟ ସଂକ୍ରମିତ ଥିବାବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୪୩୨ଜଣ ରହିଛନ୍ତି । ଆଜିସୁଦ୍ଧା ରାଜ୍ୟର ମୋଟ ୧୦ଲକ୍ଷ ୨୮ହଜାର ୩୬୬ଜଣ ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୮୨୨୦ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story