ସମୁଦ୍ରକୂଳରେ ଥ୍ରୀ ଡି ଆର୍ଟ : ପଦ୍ମଶ୍ରୀଙ୍କ ପରୀ‍କ୍ଷଣରେ ବାଲି ପାଇଲା ନୂଆ ପରିଚୟ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସେଇ ବାଲି ଥିଲା । ସେଇ ସମୁଦ୍ର ବି ଥିଲା। ହେଲେ ଆଜି କିନ୍ତୁ ସମୁଦ୍ର ଲହଡ଼ି ଆସିଲେ ବାଲି ଟିକେ ଚହଲି ଯାଉଥିଲା। ଆଉ ସେହି ଚହଲା ବାଲି ଉପରେ ଚାହା କପ୍&zwnj;ଟେ ଧରି ଏକାନ୍ତରେ ବସିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଉ ଝୁରାବାଲିର ଶେଯ ଉପରେ ଲେଖା ହୋଇଥିଲା କିପ୍&zwnj; କ୍ଲିନ୍&zwnj;। ଆପଣ ଭାବୁଥିବେ ଆମେ ଏତେ କଥା କହିବାର ଉଦ୍ଦେଶ୍ୟ କଣ।&nbsp; ତେବେ ଆପଣ ଜାଣି ଖୁସିହେବେ ବାଲୁକା</p> <p>କଳାକୁ ନେଇ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସୁଦର୍ଶନ ପଟ୍ଟନାୟକ ଏକ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି।&nbsp; ଆଉ ସେହି ନୂଆ ପରୀ&zwj;କ୍ଷଣଟି ହେଉଛି 3-ଡି ସ୍ୟାଣ୍ଡ ଆର୍ଟ।&nbsp; ଆପଣ ଦେଖୁଥିବା ସେହି ଦୃଶ୍ୟ 3d ଆର୍ଟର ନୂଆ ପରିକଳ୍ପନା। ପୂର୍ବରୁ ନିର୍ଜୀବ ବାଲିକୁ ଜୀବନ୍ୟାସ ଦେଇ ବିଶ୍ୱବାସୀଙ୍କୁ ଆଚମ୍ବିତ କରି ଆସୁଥିବା&nbsp; ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ପାଇଁ&nbsp; 3d ଇଫେକ୍&zwnj;ଟ ମାଧ୍ୟମରେ ବାଲୁକା କଳାକୁ ପ୍ରଦର୍ଶନ କରିଛନ୍ତି। ଆଉ ଏହି କଳା ମାଧ୍ୟମରେ ପରିବେଶ ସ୍ୱଚ୍ଛତାକୁ ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି।</p>

Ordigital Desk
  • Published: Wednesday, 18 April 2018
  • Updated: 18 April 2018, 10:20 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସେଇ ବାଲି ଥିଲା । ସେଇ ସମୁଦ୍ର ବି ଥିଲା। ହେଲେ ଆଜି କିନ୍ତୁ ସମୁଦ୍ର ଲହଡ଼ି ଆସିଲେ ବାଲି ଟିକେ ଚହଲି ଯାଉଥିଲା। ଆଉ ସେହି ଚହଲା ବାଲି ଉପରେ ଚାହା କପ୍&zwnj;ଟେ ଧରି ଏକାନ୍ତରେ ବସିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଉ ଝୁରାବାଲିର ଶେଯ ଉପରେ ଲେଖା ହୋଇଥିଲା କିପ୍&zwnj; କ୍ଲିନ୍&zwnj;। ଆପଣ ଭାବୁଥିବେ ଆମେ ଏତେ କଥା କହିବାର ଉଦ୍ଦେଶ୍ୟ କଣ।&nbsp; ତେବେ ଆପଣ ଜାଣି ଖୁସିହେବେ ବାଲୁକା</p><p>କଳାକୁ ନେଇ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସୁଦର୍ଶନ ପଟ୍ଟନାୟକ ଏକ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି।&nbsp; ଆଉ ସେହି ନୂଆ ପରୀ&zwj;କ୍ଷଣଟି ହେଉଛି 3-ଡି ସ୍ୟାଣ୍ଡ ଆର୍ଟ।&nbsp; ଆପଣ ଦେଖୁଥିବା ସେହି ଦୃଶ୍ୟ 3d ଆର୍ଟର ନୂଆ ପରିକଳ୍ପନା। ପୂର୍ବରୁ ନିର୍ଜୀବ ବାଲିକୁ ଜୀବନ୍ୟାସ ଦେଇ ବିଶ୍ୱବାସୀଙ୍କୁ ଆଚମ୍ବିତ କରି ଆସୁଥିବା&nbsp; ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ପାଇଁ&nbsp; 3d ଇଫେକ୍&zwnj;ଟ ମାଧ୍ୟମରେ ବାଲୁକା କଳାକୁ ପ୍ରଦର୍ଶନ କରିଛନ୍ତି। ଆଉ ଏହି କଳା ମାଧ୍ୟମରେ ପରିବେଶ ସ୍ୱଚ୍ଛତାକୁ ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos