ଭୁବନେଶ୍ୱରରେ ୪ଟି ନୂଆ ଟାଉନ୍ ପ୍ଲାନିଂ ସ୍କିମ୍‌: ଖର୍ଚ୍ଚ ୭୪୯ କୋଟି, ରହିବେ ଦେଢ଼ ଲକ୍ଷ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦ୍ରୁତବର୍ଦ୍ଧିଷ୍ଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ୪୫ଟି ନୂଆ ଟାଉନ୍ ପ୍ଲାନିଂ ସ୍କିମ୍ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୬୦୦ଏକର ଜମିରେ ୪ଟି ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ କରାଯାଇଛି ଓ ଏହାର ବିକାଶ ପାଇଁ ମୋଟ ୭୪୯କୋଟି ଟଙ୍କା ବ୍ୟୟ ହେବ। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବସବାସ କରିବେ। ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଏହି ଟାଉନ୍ ପ୍ଲାନିଂ ସ୍କିମର […]

bmc

bmc

Ordigital Desk
  • Published: Tuesday, 04 January 2022
  • Updated: 04 January 2022, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦ୍ରୁତବର୍ଦ୍ଧିଷ୍ଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ୪୫ଟି ନୂଆ ଟାଉନ୍ ପ୍ଲାନିଂ ସ୍କିମ୍ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୬୦୦ଏକର ଜମିରେ ୪ଟି ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ କରାଯାଇଛି ଓ ଏହାର ବିକାଶ ପାଇଁ ମୋଟ ୭୪୯କୋଟି ଟଙ୍କା ବ୍ୟୟ ହେବ। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବସବାସ କରିବେ।

ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଏହି ଟାଉନ୍ ପ୍ଲାନିଂ ସ୍କିମର ସମୀକ୍ଷା କରିଥିଲେ । ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ୪ଟି ଟାଉନ୍ ପ୍ଲାନିଂ ସ୍କିମ୍ ଆରମ୍ଭ କରାଯାଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି । ସ୍କିମ-୧ରେ ସହଜପୁର, ନାରୋଗଦା, ସିଜୁପୁଟ ଓ ପାଇକରାପୁର ମୌଜା ରହିଥିବାବେଳେ ସ୍କିମ-୨ରେ ତମାଣ୍ଡୋ ଓ ବିଜିପୁର ମୌଜା, ସ୍କିମ-୩ରେ ନୂଆଗାଁ ଓ ପାଇକରାପୁର ଏବଂ ସ୍କିମ-୪ ଶ୍ୟାମସୁନ୍ଦରପୁର ମୌଜାରେ ବିକଶିତ କରାଯାଉଛି । ଏହି ୪ଟି ସ୍କିମ ପ୍ରାୟ ୧୬୦୦ଏକର ଜମିରେ ଅବସ୍ଥିତ । ଏଥିରେ ଦେଢଲକ୍ଷରୁ ଅଧିକ ଲୋକ ବସବାସ କରିବେ । ୪ଟି ସ୍କିମର ବିକାଶ ପାଇଁ ୭୪୯କୋଟି ଟଙ୍କା ବିନିଯୋଗ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ମୌଳିକ ଭିତ୍ତିଭୂମି ସୃଷ୍ଟି କରାଯିବା ପରେ ଏହି ସ୍କିମଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବାରେ ସକ୍ଷମ ହେବେ ବୋଲି ଶ୍ରୀ ସିଂ କହିଛନ୍ତି । ଏହି ସମସ୍ତ ୪ଟି ସ୍କିମର କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟାପ୍ରସ୍ତୁତି ଓ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ରୁ ୨ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ ହେବ । ଅନ୍ୟ ୯ଟି ସ୍କିମର ପ୍ରାରମ୍ଭିକ ପ୍ରସ୍ତୁତ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ବୋଲି ସେ କହିଥିଲେ ।

ସବୁ ଟାଉନ୍ ପ୍ଲାନିଂ ଅଂଚଳକୁ ଗମନାଗମନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂୁମି ସୁବିଧା କରାଇବା ପାଇଁ ମୁଖ୍ୟ ସଚିବ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଟାଉନ୍ ପ୍ଲାନିଂ ସ୍କିମ୍ ଅଂଚଳକୁ ମୁଖ୍ୟ ରାସ୍ତାଗୁଡ଼ିକର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଓ ଭିତରର ରାସ୍ତା ବିଡିଏ ନିର୍ମାଣ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟାନ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story