‘୫ ଓମିକ୍ରନ୍‌ ଆକ୍ରାନ୍ତଙ୍କ ଭିତରୁ ଜଣେ ବିଦେଶ ଯାଇନାହାନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୫ ଓମିକ୍ରନ୍‌ ଆକ୍ରାନ୍ତ। ସେମାନଙ୍କ ଭିତରୁ ୪ ଜଣ ବିଦେଶ ଫେରନ୍ତା। ସେମାନେ କତାର, କଙ୍ଗୋ ଓ ୟୁଏଇ ଆଦି ଦେଶରୁ ଫେରିଛନ୍ତି ସଂପୃକ୍ତ ବ୍ୟକ୍ତି। ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି।ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡ଼ିଛି। ସମସ୍ତ ୫ ଜଣଙ୍କ କଣ୍ଟା ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି। ଜିନମ ସିକ୍ୱ୍ୟୁଏନସିଂ ପାଇଁ ଯାଇଛି। ଆକ୍ରାନ୍ତ ସମସ୍ତ ୫ […]

Omicron

Omicron

Manoranjan Sial
  • Published: Thursday, 30 December 2021
  • Updated: 30 December 2021, 04:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୫ ଓମିକ୍ରନ୍‌ ଆକ୍ରାନ୍ତ। ସେମାନଙ୍କ ଭିତରୁ ୪ ଜଣ ବିଦେଶ ଫେରନ୍ତା। ସେମାନେ କତାର, କଙ୍ଗୋ ଓ ୟୁଏଇ ଆଦି ଦେଶରୁ ଫେରିଛନ୍ତି ସଂପୃକ୍ତ ବ୍ୟକ୍ତି। ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି।ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡ଼ିଛି। ସମସ୍ତ ୫ ଜଣଙ୍କ କଣ୍ଟା ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି। ଜିନମ ସିକ୍ୱ୍ୟୁଏନସିଂ ପାଇଁ ଯାଇଛି। ଆକ୍ରାନ୍ତ ସମସ୍ତ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଆଜି ଚିହ୍ନଟ ହୋଇଥିବା ଓମିକ୍ରନ୍‌ଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ୧୦ ଦିନରେ ୧୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେପଟେ ଆଜି ଦେଶରେ ସୁସ୍ଥ ହେଲେଣି ୩୨୦ ଓମିକ୍ରନ ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଯାବତ ଦେଶରେ ୯୬୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଚିହ୍ନଟ ୯୬୧ ଜଣଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩୨୦ ଆକ୍ରାନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story