ଗୋଟିଏ ପରିବାରର ୪ ଜଣଙ୍କୁ ଆକ୍ରମଣ

Ordigital Desk
  • Published: Sunday, 13 May 2018
  • , Updated: 13 May 2018, 05:17 PM IST
<p>ଯାଜପୁର (ଓଡ଼ିଶା ରିପୋର୍ଟର): ରୋଡ଼ ଥାନା ଖପୁରିଆପଦାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।</p>

Related story