ଜଳିଗଲା ଅଣ୍ଡରଗ୍ରାଉଣ୍ଡ୍‌ ବିଦ୍ୟୁତ୍‌ କେବୁଲ୍, ଅନ୍ଧାରରେ ୪୦ ପଞ୍ଚାୟତ

ଭଦ୍ରକ (ପାର୍ଥସାରଥୀ ନାୟକ): ଜଳିଗଲା ଅଣ୍ଡରଗ୍ରାଉଣ୍ଡ୍‌ ବିଦ୍ୟୁତ୍‌ କେବୁଲ୍। ଯାହାଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪୦ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଛି। ମରାମତି କାମ ଚାଲିଛି ବୋଲି ଟାଟା ପାୱାର ଏସ୍‌ଡିଓ ପ୍ରଭାସ ରଞ୍ଜନ ବିଶ୍ୱାଳ କହିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚରମ୍ପା ସ୍ଥିତ ଧାମରା ଓଭର ବ୍ରିଜ୍‌ ନିକଟସ୍ଥ ଟମ୍ପିଂ ୟାର୍ଡରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଧୀରେ ଧୀରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍‌ କେବୁଲ୍‌ରେ ଲାଗି ଯାଇଥିଲା। ଯାହା ଫଳରେ […]

Bhadrak

Bhadrak

Manoranjan Sial
  • Published: Friday, 08 April 2022
  • Updated: 09 April 2022, 01:49 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଜଳିଗଲା ଅଣ୍ଡରଗ୍ରାଉଣ୍ଡ୍‌ ବିଦ୍ୟୁତ୍‌ କେବୁଲ୍। ଯାହାଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪୦ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଛି। ମରାମତି କାମ ଚାଲିଛି ବୋଲି ଟାଟା ପାୱାର ଏସ୍‌ଡିଓ ପ୍ରଭାସ ରଞ୍ଜନ ବିଶ୍ୱାଳ କହିଛନ୍ତି।

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚରମ୍ପା ସ୍ଥିତ ଧାମରା ଓଭର ବ୍ରିଜ୍‌ ନିକଟସ୍ଥ ଟମ୍ପିଂ ୟାର୍ଡରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଧୀରେ ଧୀରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍‌ କେବୁଲ୍‌ରେ ଲାଗି ଯାଇଥିଲା। ଯାହା ଫଳରେ ବିଦ୍ୟୁତ ତାର ଜଳିଯାଇଥିଲା। ଯେଉଁଥିପାଇଁ ବର୍ତ୍ତମାନ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଛି। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ରାହଞ୍ଚ, ଅସୁରା, ମାର୍କୋଣା, ବାଲିଖଣ୍ଡ, ଅଡା ଆଦି ବିଦ୍ୟୁତ ଷ୍ଟ୍ରକ୍‌ଚର ଅଧୀନରେ ଥିବା ପ୍ରାୟ ୪୦ରୁ ଅଧିକ ପଞ୍ଚାୟତ ଏବେ ଅନ୍ଧାରରେ ରହିଛି।

ଟାଟା ପାୱାର ଏସ୍‌ଡିଓ ପ୍ରଭାସ ରଞ୍ଜନ ବିଶ୍ୱାଳ କହିଛନ୍ତି, ଡମ୍ପିଂ ୟାର୍ଡରେ କେହି ନିଆଁ ଲଗାଇ ଦେଇଥିଲା। ୬ଟି ଅଣ୍ଡର ଗ୍ରାଉଣ୍ଡ କେବୁଲ୍‌ ଜଳି ଯାଇଛି। ଯାହାଫଳରେ ଭଦ୍ରକ ଓ ବାଲେଶ୍ୱର ସର୍କଲକୁ ଭଦ୍ରକ ଗ୍ରୀଡ୍‌ରୁ ଯାଉଥିବା ବିଦ୍ୟୁତ ସରବରାହ ବନ୍ଦ ରହିଛି। ବର୍ତ୍ତମାନ ଭଦ୍ରକ ବ୍ଲକର ୧୦ଟି ପଞ୍ଚାୟତ ଓ ପୂରା ସିମୁଳିଆ ବ୍ଲକ ଅନ୍ଧକାରରେ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story