୫ ବର୍ଷର ନାବାଳିକାକୁ ଗଣ ବଳାତ୍କାର, ଅଭିଯୁକ୍ତ ଦ୍ୱୟ ନାବାଳକ

Ordigital Desk
  • Published: Thursday, 26 April 2018
  • , Updated: 26 April 2018, 01:35 PM IST
<p>ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଗତସିଂହପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇଜଣ ନାବାଳକ ଗଣଦୁଷ୍କର୍ମ କରିଛନ୍ତି। ଏନେଇ ନାବାଳିକାର ମାଆ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଦୁଇ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି।</p> <p>&amp;nbsp;</p>

Related story