୭ ଦିନ ମଧ୍ୟରେ ଖୋଲିପାରେ ନୟାଗଡ ଚିନିକଳ

ନୟାଗଡ଼: ବନ୍ଦ ପଡିଛି ନୟାଗଡ ଜିଲ୍ଲାର ଏକ ମାତ୍ର ଶିଳ୍ପସଂସ୍ଥା କୁହାଯାଉଥିବା ପାଣି ପୋଇଲାରେ ଥିବା ଚିନିକଳ। ବକେୟା ପ୍ରାପ୍ୟ ଦାବିରେ ଗତମାସ ୧୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଆଖୁଚାଷୀ ମହାସଂଘ ଓ ଚିନିକଳ କର୍ମଚାରୀ। ଫଳରେ ଉତ୍ପାଦନ ବନ୍ଦ ରହିଛି। ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଖୁଚାଷୀ ଓ ଚିନିକଳ କର୍ମଚାରୀଙ୍କ ଦାବି ନେଇ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ  ବୈଠକରେ ଆଲୋଚନା କରାଯାଇଛି। ୭ଦିନ ଭିତରେ ଚିନିକଳ ଖୋଲିବାକୁ […]

sugar

sugar

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 06:28 AM IST

Sports

Latest News

ନୟାଗଡ଼: ବନ୍ଦ ପଡିଛି ନୟାଗଡ ଜିଲ୍ଲାର ଏକ ମାତ୍ର ଶିଳ୍ପସଂସ୍ଥା କୁହାଯାଉଥିବା ପାଣି ପୋଇଲାରେ ଥିବା ଚିନିକଳ। ବକେୟା ପ୍ରାପ୍ୟ ଦାବିରେ ଗତମାସ ୧୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଆଖୁଚାଷୀ ମହାସଂଘ ଓ ଚିନିକଳ କର୍ମଚାରୀ। ଫଳରେ ଉତ୍ପାଦନ ବନ୍ଦ ରହିଛି। ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଖୁଚାଷୀ ଓ ଚିନିକଳ କର୍ମଚାରୀଙ୍କ ଦାବି ନେଇ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ  ବୈଠକରେ ଆଲୋଚନା କରାଯାଇଛି। ୭ଦିନ ଭିତରେ ଚିନିକଳ ଖୋଲିବାକୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ହେମନ୍ତ କୁମାର ପାଢୀ କହିଛନ୍ତି।sugar

ସେପଟେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇବା ପାଇଁ ଅନଶନ ସ୍ଥଳରେ ପହଞ୍ଚିଥିଲେ ରାଜ୍ୟସଭା ସଦସ୍ୟ ତଥା ସିପିଏମ୍ ପଲିଟବ୍ୟୁରୋର ସଦସ୍ୟ ବୃନ୍ଦା କରାତ୍। ପ୍ରାପ୍ୟ ନ ମିଳିବା ଯାଏଁ ଚିନିକଳ ଚାଲିବ ନାହିଁ ବୋଲି କର୍ମଚାରୀ ସଂଘର ସଭାପତି ଯୋଗୀ ଖୁଣ୍ଟିଆ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୧୯୮୯ରେ ନୟାଗଡ ଚିନିକଳ ପ୍ରତିଷ୍ଠା ହୋଇଥିଲା। ସମବାୟ ବିଭାଗ ହାତରେ ପ୍ରଥମେ ଏହାର ପରିଚାଳନା ଦାୟିତ୍ୱ ଥିଲା। ତେବେ ପରେ ଧରଣୀ ସୁଗାର୍ସ ଲିମିଟେଡ୍ ୨୦୦୪ରେ ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ଗତ ମାର୍ଚ୍ଚ ୪ରେ ଚିନିକଳ କର୍ତ୍ତୃପକ୍ଷ ଲକ୍ ଆଉଟ ଘୋଷଣା କରିବା ପରେ ଆଖୁଚାଷୀ ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story