ଶ୍ରମିକଙ୍କୁ ନକ୍ସଲ ବୋଲି ଦର୍ଶାଇ ଏନ୍‌କାଉଣ୍ଟର, ପ୍ରତିବାଦରେ ରାସ୍ତା ଅବରୋଧ କଲେ ଲୋକେ

କୋରାପୁଟ(ଜିତେନ୍ଦ୍ର ବେଉରା): କୋରାପୁଟ ବୈପାରୀଗୁଡ଼ାରେ ପୁଲିସ୍ ଏନକାଉଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ। ସାଧାରଣ ଲୋକଙ୍କୁ ମାଓବାଦୀ ଦର୍ଶାଇ ପୁଲିସ୍ ଏନକାଉଣ୍ଟର କରିଥିବା ଅଭିଯୋଗ କରି ଲୋକେ ଆଜି ରାସ୍ତା ଅବରୋଧ କରିଛନ୍ତି। ସେମାନେ NH-୩୨୬ ମାଲକାନଗିରି କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି। ଅଭିଯୋଗ ଅନୁସାରେ, ଏନକାଉଣ୍ଟର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଲକାନଗିରି ସର୍ଗିଗୁଡ଼ା ଗାଁର ଧନ କୁମାର। ସେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିଲେ। […]

mlg

mlg

Niranjan Mishra
  • Published: Sunday, 13 November 2022
  • Updated: 13 November 2022, 06:45 PM IST

Sports

Latest News

କୋରାପୁଟ(ଜିତେନ୍ଦ୍ର ବେଉରା): କୋରାପୁଟ ବୈପାରୀଗୁଡ଼ାରେ ପୁଲିସ୍ ଏନକାଉଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ। ସାଧାରଣ ଲୋକଙ୍କୁ ମାଓବାଦୀ ଦର୍ଶାଇ ପୁଲିସ୍ ଏନକାଉଣ୍ଟର କରିଥିବା ଅଭିଯୋଗ କରି ଲୋକେ ଆଜି ରାସ୍ତା ଅବରୋଧ କରିଛନ୍ତି। ସେମାନେ NH-୩୨୬ ମାଲକାନଗିରି କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ, ଏନକାଉଣ୍ଟର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଲକାନଗିରି ସର୍ଗିଗୁଡ଼ା ଗାଁର ଧନ କୁମାର। ସେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିଲେ। ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ। ପୁଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।

ତୁରନ୍ତ ଘଟଣାର ତଦନ୍ତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପୁଲିସ୍ କିମ୍ବା ସୁରକ୍ଷାବଳର ପ୍ରତିକ୍ରିୟା ମିଳିପାରିନି। ହେଲେ ରାସ୍ତା ଅବରୋଧ ଖବର ପାଇ ମଥିଲି ଥାନା ଆଇଆଇସି ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

ଆନ୍ଦୋଳନକାରୀ ଶରତ ବୁରୁଦା କହିଛନ୍ତି, ମୁଲ ମଜୁରୀ କରୁଥିବା ଜଣେ ଲୋକଙ୍କୁ ନକ୍ସଲ ବୋଲି ଦର୍ଶାଇ ଏନ୍‌କାଉଣ୍ଟର କରାଯାଇଛି। ତାଙ୍କର ୫ଟି ଶିଶୁ ରହିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତେଣୁ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ନ୍ୟାୟ ଦିଆଯାଉ। ସରକାର ତୁରନ୍ତ ଏହି ପରିବାରକୁ ସମସ୍ତ ପ୍ରକାର ସହାୟତା ଦିଅନ୍ତୁ। ପିଲାମାନଙ୍କ ପାଳନପୋଷଣ ଓ ପାଠପଢ଼ାର ବ୍ୟବସ୍ଥା କରନ୍ତୁ।

ସୂଚନା ଥାଉକି, ଗତ ୧୦ ତାରିଖ ରାତିରେ ବୈପାରୀଗୁଡ଼ା ଥାନା ରାମଗିରି ଜଙ୍ଗଲରେ ମାଓ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା। ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ମେଳି କରିଥିବା ଖବର ପାଇ ଏସଓଜି ଓ ବିଏସଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏଥିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷାକର୍ମୀ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story