ସମ୍ପତ୍ତି ପାଇଁ କକାଙ୍କୁ ହତ୍ୟା କଲା ପୁତୁରା

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସମ୍ପତ୍ତି ପାଇଁ ଜଣେ ଯୁବକ ତାଙ୍କ କକାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ମୃତ ବ୍ୟକ୍ତିଙ୍କ ନାଁ ଭୂଷଣ ପ୍ରସାଦ କଶ୍ୟପ। ତାଙ୍କ ପୁତୁରା ତଥା ଅଭିଯୁକ୍ତଙ୍କ ନାଁ ଦୌଲତ କଶ୍ୟପ। ଗତ ୧୨ ତାରିଖରୁ ଭୂଷଣ ପ୍ରସାଦ କଶ୍ୟପ ନିଖୋଜ ଥିଲେ। ଗତକାଲି ତାଙ୍କ ମୃତଦେହ ମଶାଣିମୁଣ୍ଡା ମଦଭାଟି ନିକଟରୁ ଉଦ୍ଧାର ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ […]

Police Sataion

Police Sataion

Jitendra Garnayak
  • Published: Sunday, 17 July 2022
  • Updated: 17 July 2022, 11:24 AM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସମ୍ପତ୍ତି ପାଇଁ ଜଣେ ଯୁବକ ତାଙ୍କ କକାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ମୃତ ବ୍ୟକ୍ତିଙ୍କ ନାଁ ଭୂଷଣ ପ୍ରସାଦ କଶ୍ୟପ। ତାଙ୍କ ପୁତୁରା ତଥା ଅଭିଯୁକ୍ତଙ୍କ ନାଁ ଦୌଲତ କଶ୍ୟପ।

ଗତ ୧୨ ତାରିଖରୁ ଭୂଷଣ ପ୍ରସାଦ କଶ୍ୟପ ନିଖୋଜ ଥିଲେ। ଗତକାଲି ତାଙ୍କ ମୃତଦେହ ମଶାଣିମୁଣ୍ଡା ମଦଭାଟି ନିକଟରୁ ଉଦ୍ଧାର ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ସମ୍ପତ୍ତିକୁ ନେଇ ଭୂଷଣ ପ୍ରସାଦକୁ ହତ୍ୟା କରାଯାଇଥିବା କେସିଙ୍ଗା ପୁଲିସ୍ ଜାଣିବାକୁ ପାଇଛି।

ଅଭିଯୋଗ ପାଇବା ପରେ ପୁଲିସ୍ ଦୌଲତଙ୍କ ସହିତ ତାଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଦୌଲତ ଦୋଷ ସ୍ୱୀକାର କରିଥିଲେ।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ଭୂଷଣ କଶ୍ୟପ ମଦ ପିଇଥିଲେ। ସେ ମଶାଣିମୁଣ୍ଡା ମଦଭାଟି ଅଞ୍ଚଳରେ ଥିବାବେଳେ ପୁତୁରା ଦୌଲତ କଶ୍ୟପଙ୍କ ସହିତ ତାଙ୍କର ହଠାତ୍ ଦେଖା ହୋଇଥିଲା। ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ବେଳେ ଭୂଷଣ ପାଖରେ ଥିବା ଏକ ନାଳରେ ପଡ଼ି ଯାଇଥିଲେ। ଏହା ପରେ ଦୌଲତ ଇଟାରେ ତାଙ୍କ ମୁହଁଙ୍କୁ ଛେଚି ଦେଇଥିଲେ। ଫଳରେ ଭୂଷଣଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story