ସାମାନ୍ୟ ବଚସାରୁ ଛୁରା ମାଡ଼

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ସାମାନ୍ୟ ବଚସାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ବଚନ ସ୍ୱାଇଁ। ବଚନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି । ଆଜି ସକାଳେ ସେହି ଅଞ୍ଚଳର  ଅନ୍ୟ ଜଣେ ଯୁବକଙ୍କ ସହ ବଚନଙ୍କ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଯୁବକ ବଚନଙ୍କୁ ଛୁରୀରେ   ଆକ୍ରମଣ କରିଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିବା […]

Knife-attack

Knife-attack

Niharika Rout
  • Published: Saturday, 24 October 2020
  • Updated: 24 October 2020, 09:51 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ସାମାନ୍ୟ ବଚସାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ବଚନ ସ୍ୱାଇଁ। ବଚନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି ।

ଆଜି ସକାଳେ ସେହି ଅଞ୍ଚଳର  ଅନ୍ୟ ଜଣେ ଯୁବକଙ୍କ ସହ ବଚନଙ୍କ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଯୁବକ ବଚନଙ୍କୁ ଛୁରୀରେ   ଆକ୍ରମଣ କରିଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story