ଶ୍ରୀମନ୍ଦିରରେ ଦର୍ଶନ ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ତାଙ୍କ ନାଁ ୱାଇ. ଜି ମୂର୍ତ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଛତିଶଗଡ଼ରୁ ଆସିଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ୱାଇ. ଜି ମୂର୍ତ୍ତି ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଆସିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ବିମଳା ମନ୍ଦିରକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ କରିବା ପରେ ପାହାଚରେ ବସିଥିବା ବେଳେ ହଠାତ୍ ସେ ଅଣନିଃଶ୍ୱାସୀ […]

Puri Temple

Puri Temple

Jitendra Garnayak
  • Published: Sunday, 17 April 2022
  • Updated: 17 April 2022, 01:23 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ତାଙ୍କ ନାଁ ୱାଇ. ଜି ମୂର୍ତ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଛତିଶଗଡ଼ରୁ ଆସିଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ୱାଇ. ଜି ମୂର୍ତ୍ତି ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଆସିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ବିମଳା ମନ୍ଦିରକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ କରିବା ପରେ ପାହାଚରେ ବସିଥିବା ବେଳେ ହଠାତ୍ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ପରେ ସେ ଚେତା ହରାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଡାକ୍ତର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କର ସବୁ ଚେକ୍‌ ଅପ୍ କରାଯାଇଥିଲା। ତା’ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ୁଛି। ସେ ହୃଦ୍‌ରୋଗୀ ଥିଲେ। ତାଙ୍କ ହାର୍ଟରେ ପୂର୍ବରୁ ସମସ୍ୟା ଥିଲା ଓ ଏନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିବା ନେଇ ତାଙ୍କ ପରିବାର ଲୋକେ ଦେଖାଇଥିବା ରିପୋର୍ଟରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story