ଜଳିଗଲା ଟ୍ରେଲର: ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଳ ଦେଇ ଯାଇଥିବା ଏନ୍‌ଏଚ୍‌-୫୫ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ଟ୍ରେଲର ସହ ଏକ ମିନିଟ୍ରକ୍‌ ଧକ୍କା ହେବା ଫଳରେ ଟ୍ରେଲଟି ଓଲଟି ପଡ଼ି ନିଆଁ ଲାଗି ଯାଇଥିଲା। ଗାଡିରୁ ବାହାରି ନ ପାରି ଟ୍ରେଲର ଚାଳକ ଓ ହେଲପର ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମିନିଟ୍ରକ ଡ୍ରାଇଭର ଗୁରୁତର ଆହତ  ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

smb

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 07:25 PM IST

Related story