/odisha-reporter/media/post_attachments/uploads/2020/12/790-4.jpg)
790
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ବିଦ୍ୟାଶ୍ରୀ ଫେସ୍ବୁକ୍ରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ସେଥିରେ ସେ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା କହୁଛନ୍ତି। ତେବେ ଅନେକ ଦିନ ହେଲା ମାନବପ୍ରେମୀ ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନାହାନ୍ତି ଏହାସହ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ନେଇ ସେ ଫେସବୁକ ଲାଇଭରେ କହିଛନ୍ତି ।
ସୂଚନା ଅନୁଯାୟୀ, ଆଦିତ୍ୟଦାଶମୃତ୍ୟୁମାମଲାରେକ୍ରାଇମ୍ବ୍ରାଞ୍ଚତଦନ୍ତକରୁଛି ।ଘଟଣାରେ କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଛି। ଆଦିତ୍ୟଙ୍କବନ୍ଧୁବିକାଶ, ପପୁଓପ୍ରୀତମଙ୍କୁପଚରାଉଚରାକରାଯାଇଛି। ଗତଜୁଲାଇ ୭ରେତାରିଖସକାଳେଆଦିତ୍ୟାଦାଶଙ୍କମୃତଦେହରେଳଧାରଣାରୁମିଳିଥିଲା।ଏହାପରେଆର୍ପିଏଫ୍ ଘଟଣାରତଦନ୍ତଆରମ୍ଭକରିଥିଲା।ପ୍ରାଥମିକତଦନ୍ତରୁଏହାଏକଆତ୍ମହତ୍ୟାବୋଲିପୁଲିସସନ୍ଦେହକରୁଥିଲା।ତେବେମାନବପ୍ରେମିଙ୍କସଙ୍ଗଠନରକାର୍ଯ୍ୟକର୍ତ୍ତାଏହାକୁସହଜରେଗ୍ରହଣକରିପାରୁନଥିଲେ।ପରେପୁଲିସଏକହତ୍ୟାମାମଲାରୁଜୁକରିଘଟଣାରତଦନ୍ତଆରମ୍ଭକରିଥିଲା।ଆଦିତ୍ୟଙ୍କସାଙ୍ଗପପୁ, ବିକାଶ, ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କପରିବାରଓଘରମାଲିକଙ୍କୁଜେରାକରିଥିଲା।ମାତ୍ରକୌଣସିନିଷ୍କର୍ସରେପହଞ୍ଚିପାରୁନଥିଲା।
ଆର୍ପିଏଫ୍ରତଦନ୍ତପ୍ରକ୍ରିୟାକୁକେନ୍ଦ୍ରମନ୍ତ୍ରୀପ୍ରତାପଷଡଙ୍ଗୀସନ୍ଦେହକରିଥିଲେ।ଏହିମାମଲାକମିଶନରେଟ୍ ପୁଲିସତଦନ୍ତକରୁବୋଲିସେଦାବିକରିମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକଙ୍କପାଖକୁପତ୍ରଲେଖିଥିଲେ।ଏହାପରେଡିଜିପିଅଭୟଘଟଣାରତଦନ୍ତକ୍ରାଇମବ୍ରାଞ୍ଚକୁଦେଇଥିଲେ।
ଆଗକୁ ପଢ଼ନ୍ତୁ : ଆଜି ପରୀର ଜନ୍ମ ଦିନ; ଏଥର ବଡ଼ କେକ ଆଣିବାକୁ ଜିଦ୍ କରିଥିଲା, ହେଲେ…
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
