ଦିଲ୍ଲୀରେ କଂଗ୍ରେସର ୧୨ ବିଧାୟକଙ୍କ ଡେରା: ଆଜି ହାଇକମାଣ୍ଡକୁ ଭେଟି ପାରନ୍ତି

ଭୁବନେଶ୍ୱର: ଦିଲ୍ଲୀରେ ଡେରା ପକାଇଥିବା ଓଡିଶାର କଂଗ୍ରେସ ନେତାମାନେ ଆଜି ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ସମ୍ଭାବନା ରହିଛି। ପିସିସି ସଭାପତି ଓ ବିରୋଧୀ ଦଳ ନେତା ହାଇକମାଣ୍ଡକୁ ଭେଟିବାର ଗୋଟିଏ ସପ୍ତାହ ପରେ ୧୨ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ନୂଆ ସଭାପତି ଦାୟିତ୍ୱ ନେବାର ୭ ମାସ ପରେ ନୂଆ ଟିମ୍ ଚୟନ ହୋଇ ନପାରିବା ଓ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । […]

congress

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 02:17 AM IST

ଭୁବନେଶ୍ୱର: ଦିଲ୍ଲୀରେ ଡେରା ପକାଇଥିବା ଓଡିଶାର କଂଗ୍ରେସ ନେତାମାନେ ଆଜି ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ସମ୍ଭାବନା ରହିଛି। ପିସିସି ସଭାପତି ଓ ବିରୋଧୀ ଦଳ ନେତା ହାଇକମାଣ୍ଡକୁ ଭେଟିବାର ଗୋଟିଏ ସପ୍ତାହ ପରେ ୧୨ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ନୂଆ ସଭାପତି ଦାୟିତ୍ୱ ନେବାର ୭ ମାସ ପରେ ନୂଆ ଟିମ୍ ଚୟନ ହୋଇ ନପାରିବା ଓ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ କୌଣସି କଂଗ୍ରେସ ନେତା ମୁହଁ ଖୋଲି ନାହାଁନ୍ତି।

Related story