ଗ୍ରୀଷ୍ମ ଛୁଟି ପରେ ଆଜିଠୁ ଖୋଲିଲା ସମସ୍ତ ବିଦ୍ୟାଳୟ

ଭୁବନେଶ୍ୱର: ଦୀର୍ଘ ଦୁଇ ମାସର ଗ୍ରୀଷ୍ମ ଛୁଟି ପରେ ଆଜିଠୁ ସମସ୍ତ ବିଦ୍ୟାଳୟ ଖୋଲିଛି। ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଜି ଏକାସଙ୍ଗେ ଖୋଲିଛି। ଶନିବାର ଯୋଗୁଁ ଆଜି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପୂର୍ବରୁ ଏ ନେଇ ସମସ୍ତ ସ୍କୁଲଗୁଡ଼ିକୁ ଜଣାଇ ଦିଆଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ  ରଖି  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖରାଛୁଟି ଅବଧିକୁ ଦୁଇ ଥର ବୃଦ୍ଧି କରାଯାଇଥିଲା।

school

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 10:11 AM IST

Related story