ସଂସଦର ମୌସୁମୀ ଅଧିବେଶନ: ବ୍ୟାପମ୍ ଲିଙ୍କ୍ ଅଭିଯୋଗ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିବ ବିଜେଡି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଇଛି ସଂସଦର ମୌସୁମୀ ଅଧିବେଶନରେ ବିଜେଡି ପେସ୍କା, କେନ୍ଦ୍ର ଅନୁଦାନ ଓ ଜମି ଅଧିଗ୍ରହଣ ବିଲ ସହିତ ବ୍ୟାପମ୍ ପ୍ରସଙ୍ଗ ଉଠାଇବ ବୋଲି କହିଛି। ବ୍ୟାପମ୍ ଘଟଣାରେ ଗିରଫ ଅଭିଯୁକ୍ତ ସୁଧୀର ଶର୍ମାଙ୍କ ସହ ସଂପର୍କ ଅଭିଯୋଗ ନେଇ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିବ ବିଜେଡି।

bjd

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 06:22 AM IST

Related story