ଆଳି: ଭାରିଗଦା ଗାଁରେ ଅଗ୍ନିକାଣ୍ଡ, ୧୨ ବଖରା ଘର ଭସ୍ମୀଭୂତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା  ଅନ୍ତର୍ଗତ ଭାରିଗଦା ଗାଁରେ  ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗି ୧୨ ବଖରା ଘର ଜଳି ଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି  ଭସ୍ମୀଭୂତ ହୋଇଯାଇଛି। ଘରେ ସମସ୍ତେ  ଖାଇ ଶୋଇବା ପରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

fair

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 05:04 AM IST

Related story