ଘସିପୁରାରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

Ordigital Desk
  • Published: Sunday, 18 June 2017
  • , Updated: 18 June 2017, 01:50 PM IST
<p>ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘସିପୁରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ରଜ ଉତ୍ସବ ଶୋଭାଯାତ୍ରା ବେଳେ ଏହି ଅଘଟଣ ଘଟିଛି। ସଂଘର୍ଷରେ ୩ଟି ଟ୍ରଲି ଭାଙ୍ଗି ଯାଇଛି। ଏହି ଘଟଣାକୁ ନେଇ ଆନନ୍ଦପୁର ବସଷ୍ଟାଣ୍ଡରେ ଉତ୍ତେଜନା ଦେଖାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ନେଇ ଘଟଣାସ୍ଥଳରେ ପୋଲିସ୍ ମୁତୟନ &nbsp;କରାଯାଇଛି।</p>

Related story