ଗଞ୍ଜାମର ଘରେ ଲାଗିଛି ଆନ୍ଧ୍ରର ପୋଷ୍ଟର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁଧୁରୁନି ପଡୋଶୀ ଆନ୍ଧ୍ରପ୍ରଦେଶ। କୋଟିଆ ପରେ ଏବେ ଗଞ୍ଜାମ ଜିଲ୍ଲା ଉପରେ ପକାଇଛି ଆଖି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ଉପରେ ଆନ୍ଧ୍ରର ପଡିଛି ଲୋଲୁପ ଦୃଷ୍ଟି। ପାତ୍ରପୁର ବ୍ଲକ ବୁରତଲ ପଞ୍ଚାୟତର ଗୁଡିଖଳା ଗ୍ରାମରେ ଥିବା ଘର ଗୁଡିକରେ ଏବେ ଆନ୍ଧ୍ର ପୋଷ୍ଟର ମାରିଛି। ଏହି ପୋଷ୍ଟରରେ ଆନ୍ଧ୍ରପ୍ରଦେଶର ପ୍ରାୟ ୨୮ ଟି କଲ୍ୟାଣ ଯୋଜନା ଲେଖା ଯାଇଛି।  ଏପରିକି କେଉଁ ମାସରେ ହିତାଧିକାରୀଙ୍କୁ ଭତ୍ତା, କେଉଁ ମାସରେ ମାଛ ଚାଷୀଙ୍କୁ ଡିଜେଲ ସବ୍‌ସିଡି […]

Andhra poster

Andhra poster

Madhupriya Mistry
  • Published: Saturday, 13 November 2021
  • Updated: 13 November 2021, 04:53 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁଧୁରୁନି ପଡୋଶୀ ଆନ୍ଧ୍ରପ୍ରଦେଶ। କୋଟିଆ ପରେ ଏବେ ଗଞ୍ଜାମ ଜିଲ୍ଲା ଉପରେ ପକାଇଛି ଆଖି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ଉପରେ ଆନ୍ଧ୍ରର ପଡିଛି ଲୋଲୁପ ଦୃଷ୍ଟି। ପାତ୍ରପୁର ବ୍ଲକ ବୁରତଲ ପଞ୍ଚାୟତର ଗୁଡିଖଳା ଗ୍ରାମରେ ଥିବା ଘର ଗୁଡିକରେ ଏବେ ଆନ୍ଧ୍ର ପୋଷ୍ଟର ମାରିଛି।

ଏହି ପୋଷ୍ଟରରେ ଆନ୍ଧ୍ରପ୍ରଦେଶର ପ୍ରାୟ ୨୮ ଟି କଲ୍ୟାଣ ଯୋଜନା ଲେଖା ଯାଇଛି।  ଏପରିକି କେଉଁ ମାସରେ ହିତାଧିକାରୀଙ୍କୁ ଭତ୍ତା, କେଉଁ ମାସରେ ମାଛ ଚାଷୀଙ୍କୁ ଡିଜେଲ ସବ୍‌ସିଡି ଓ କେଉଁ ମାସରେ ଘର ପାଇଁ ଋଣ ତାହା ଲେଖାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଆନ୍ଧ୍ରପ୍ରଦେଶ ଏହିଭଳି କରି ବା ପଛରେ କ'ଣ ରହିଛି ରହସ୍ୟ। ସେପଟେ ଏ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି, ଦୁଇ ରାଜ୍ୟ ମଧ୍ୟରେ ସୀମାନ୍ତ ମାପ ଠିକ ହୋଇଛି। ଆନ୍ଧ୍ର ଭୁଲରେ ଏପରି କରିଥାଇପାରେ।

ସୂଚନା ମୁତାବକ, ଆନ୍ଧ୍ରର ଏଭଳି ଦାଦାଗିରି ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ କୋଟିଆ ଉପରେ ନିଜର କୁଦୃଷ୍ଟି ପକାଇ ରହିଛି ଆନ୍ଧ୍ର। ଏହାକୁ ନେଇ ବର୍ଷ ବର୍ଷ ଧରି ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। କୋଟିଆକୁ ଦଖଲ କରିବା ପାଇଁ ଦୀର୍ଘ ବର୍ଷ ହେବ ଯୋଜନା ଚଳାଇଛି ଆନ୍ଧ୍ର। ସେହିପରି ବର୍ଷା ବନ୍ୟା ବାତ୍ୟା ବେଳେ ମଧ୍ୟ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଓଡ଼ିଶା ପକ୍ଷରୁ ଉଦ୍ଧାର କରିବାକୁ ଉଦ୍ଧାରୀଦଳ ପହଞ୍ଚୁଥିବା ବେଳେ ଆନ୍ଧ୍ର ସେପଟୁ ନିଜ ଉଦ୍ଧାରକାରୀ ଦଳ ପଠାଉଛି। କେବଳ ସେତିକି ନୁହେଁ କିଛି ଦିନ ତଳେ ଆନ୍ଧ୍ର କୋରାପୁଟି ଜିଲ୍ଲାରେ ନିଜର କିଛି ଫଳକ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story