ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।
ଏହି ୨୬ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ମୋଟ ୧୧ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ଅନୁଗୋଳ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଖୋର୍ଦ୍ଧା ଓ କଳହାଣ୍ଡିରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୩୦ ଓ ୮୨କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଥିବା ବେଳେ ପୁରୀରେ ୧୪୯, ଅନୁଗୋଳରେ ୬୯, ବାଲେଶ୍ୱରରେ ୧୦୫, ସୁନ୍ଦରଗଡ଼ରେ ୨୩୮, ବୌଦ୍ଧରେ ୩୦, ଗଜପତିରେ ୪୬, କୋରାପୁଟରେ ୩୩ ଓ ନୂଆପଡ଼ାରେ ୫୧କୁ ବୃଦ୍ଧି ପାଇଛି।
Regret to inform the demise of twenty six numbers of Covid positive patients while under treatment in hospitals.
1.A 51 years old male of Angul district who was also suffering from Hypertension.
2.A 65 years old female of Angul district.
— H & FW Dept Odisha (@HFWOdisha) May 22, 2021
6.A 68 years old male of Bhubaneswar who was also suffering from Hypertension.
7.A 86 years old male of Bhubaneswar who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) May 22, 2021
10.A 62 years old female of Ganjam district who was also suffering from Hypertension.
11.A 55 years old male of Ganjam district who was also suffering from Hypertension.
12.A 73 years old female of Gajapati district.
13.A 44 years old male of Kalahandi district.
— H & FW Dept Odisha (@HFWOdisha) May 22, 2021
18.A 25 years old female of Khurdha district.
19.A 45 years old female of Khurdha district.
20.A 52 years old female of Koraput district.
21.A 62 years old male of Nuapada district.
22.A 65 years old female of Puri district.
— H & FW Dept Odisha (@HFWOdisha) May 22, 2021
26.A 42 years old female of Sundargarh district.
— H & FW Dept Odisha (@HFWOdisha) May 22, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।