ରାଜଧାନୀରେ ଖୋଲିଲା ବିଜେଡିର ଆଉ ଏକ ରାଜ୍ୟ କାର୍ଯ୍ୟାଳୟ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁନିଟ୍-୬ ଅଞ୍ଚଳରେ ବିଜେଡିର ଆଉ ଏକ ରାଜ୍ୟ କାର୍ଯ୍ୟାଳୟ ଉଦ୍&zwnj;ଘାଟିତ ହୋଇଛି। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍&zwnj;ଘାଟନ କରିଛନ୍ତି। ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ଏହି କାର୍ଯ୍ୟାଳୟରେ କାମ କରିବେ।</p> <p>ଏହି ଅବସରରେ ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ତେବେ ବିଜେଡିର ଆ ଏକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ସମାଲୋଚନା କରିଛନ୍ତି। ଗୋଟିଏ କାର୍ଯ୍ୟାଳୟ ଥିବା ବେଳେ ଆଉ ଏକ ଅଫିସ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।</p>

Ordigital Desk
  • Published: Sunday, 22 April 2018
  • Updated: 22 April 2018, 07:45 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁନିଟ୍-୬ ଅଞ୍ଚଳରେ ବିଜେଡିର ଆଉ ଏକ ରାଜ୍ୟ କାର୍ଯ୍ୟାଳୟ ଉଦ୍&zwnj;ଘାଟିତ ହୋଇଛି। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍&zwnj;ଘାଟନ କରିଛନ୍ତି। ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ଏହି କାର୍ଯ୍ୟାଳୟରେ କାମ କରିବେ।</p><p>ଏହି ଅବସରରେ ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ତେବେ ବିଜେଡିର ଆ ଏକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ସମାଲୋଚନା କରିଛନ୍ତି। ଗୋଟିଏ କାର୍ଯ୍ୟାଳୟ ଥିବା ବେଳେ ଆଉ ଏକ ଅଫିସ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos