ଅନୁଗୋଳ: ଶିଶୁ ବିକ୍ରି ଅଭିଯୋଗର ତଦନ୍ତ ଆରମ୍ଭ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିଶୁ କନ୍ୟା ବିକ୍ରି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ଶୁଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଘଟଣାର ତଦନ୍ତ କରୁଛନ୍ତି। ଜିଲ୍ଲାର ଡେରଜାଙ୍ଗ ଗାଁର ପ୍ରହ୍ଲାଦ ଗୋଚ୍ଛାୟତ ଓ ତାଙ୍କ ଦ୍ୱିତୀୟ ପତ୍ନୀ ରଣ୍ମୀ ମହାରଣାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା। ଶିଶୁଟିକୁ ସେମାନେ ୫୦୦ ଟଙ୍କାରେ ବିକ୍ରି କରିଥିବା ନେଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଉଭୟ ପ୍ରହ୍ଲାଦ ଓ ରଶ୍ମୀ ଅଭିଯୋଗକୁ ଖଣ୍ଡନ […]
ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିଶୁ କନ୍ୟା ବିକ୍ରି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ଶୁଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଘଟଣାର ତଦନ୍ତ କରୁଛନ୍ତି।
ଜିଲ୍ଲାର ଡେରଜାଙ୍ଗ ଗାଁର ପ୍ରହ୍ଲାଦ ଗୋଚ୍ଛାୟତ ଓ ତାଙ୍କ ଦ୍ୱିତୀୟ ପତ୍ନୀ ରଣ୍ମୀ ମହାରଣାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା। ଶିଶୁଟିକୁ ସେମାନେ ୫୦୦ ଟଙ୍କାରେ ବିକ୍ରି କରିଥିବା ନେଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଉଭୟ ପ୍ରହ୍ଲାଦ ଓ ରଶ୍ମୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି।