ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାମାରୀ ‘କରୋନା’ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ୧୨୬ ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ ଦୁଇ ମୁଣ୍ଡ ନେଇଛି। ଯାହାକୁ ନେଇ ବିଏମ୍‌ସିର ଅକଲ୍‌ ଗୁଡ଼ୁମ ହୋଇଯାଇଛି। ଏପରି ସମୟରେ ଭିଡ଼କୁ ନଯିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି-“ଦୈନିକ ପରିବା କିଣିବାକୁ ନଯାଇ ୪/୫ ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜାଣିଶୁଣି ଜୀବନକୁ ବିପଦରେ ପକାନ୍ତୁ ନାହିଁ। […]

pre

pre

Manoranjan Sial
  • Published: Saturday, 01 August 2020
  • Updated: 01 August 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାମାରୀ ‘କରୋନା’ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ୧୨୬ ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ ଦୁଇ ମୁଣ୍ଡ ନେଇଛି। ଯାହାକୁ ନେଇ ବିଏମ୍‌ସିର ଅକଲ୍‌ ଗୁଡ଼ୁମ ହୋଇଯାଇଛି। ଏପରି ସମୟରେ ଭିଡ଼କୁ ନଯିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ସେ କହିଛନ୍ତି-“ଦୈନିକ ପରିବା କିଣିବାକୁ ନଯାଇ ୪/୫ ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜାଣିଶୁଣି ଜୀବନକୁ ବିପଦରେ ପକାନ୍ତୁ ନାହିଁ। କରୋନା ମହାମାରୀ ସମୟରେ ଜୀବନ ବଞ୍ଚିବା ଜରୁରୀ। ଆଳୁ ଗଦିରୁ ଜଣେ ସଂକ୍ରମିତ ହୋଇଥିଲା। ତାଙ୍କର ଅସାବଧାନତା ପାଇଁ ୪୧ ଜଣ ଆକ୍ରାନ୍ତ ହୋଇଛନ୍ତି। ପରେ ମାଛ ମାର୍କେଟ ବନ୍ଦ କରି ଟେଷ୍ଟ କଲୁ। ସେଠାରୁ ୨୧ ଜଣ ପଜିଟିଭ ବାହାରିଲେ।”

ସେ ଆହୁରି କହିଛନ୍ତି-“ବଜାରକୁ ଗଲା ବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଙ୍ଗ କରନ୍ତୁ। ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, ତାହା କହି ହେବନି। ଏଭଳି ଜାଗାକୁ ଯିବା ବେଳେ ଭିଡ଼କୁ ନଯାଇ ଶୀଘ୍ର ଜିନିଷ ଧରି ପଳାଇ ଆସନ୍ତୁ। ରାସ୍ତାକଡ଼ ଜଳଖିଆ ଦୋକାନୀକୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ। ଅନେକ ଜାଗାରେ ଦେଖାଯାଉଛି, ସେମାନେ ସେଇଠି ବିକ୍ରି କରୁଛନ୍ତି। ଲୋକମାନେ ମଧ୍ୟ ସେଇଠି ଖାଉଛନ୍ତି। ସେମିତି କରନ୍ତୁନି, ଘରକୁ ପାର୍ସଲ ନିଅନ୍ତୁ। ବସ୍ତିରେ ହୋମ୍‌ କ୍ୱାରେଣ୍ଟାଇନ୍‌କୁ ଅନୁମତି ନାହିଁ। ଯଦି ବସ୍ତି ଅଞ୍ଚଳରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି, ତାଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ କରାଯାଉଛି। ୬୦ ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି କେସ୍ ପାଇନୁ। ବସ୍ତି କମିଟିର ତ୍ୱରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story