ଯାଜପୁର ମୁଖ୍ୟ ଡାକ୍ତରଖାନାରେ ନିଆଁ

ଯାଜପୁର(ଗୁଲାମ୍ ଗସ୍‌):ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ଡୋର୍‌ ନିକଟସ୍ଥ ଆଶା ଗୃହରେ ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗିଯାଇଥିଲା। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି। ତେବେ ମେଡିକାଲ କର୍ତ୍ତୃପକ୍ଷ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

jajpuryyuuu

Tapaswini Nayak
  • Published: Wednesday, 07 November 2018
  • , Updated: 07 November 2018, 10:24 AM IST

ଯାଜପୁର(ଗୁଲାମ୍ ଗସ୍‌):ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍‌ଡୋର୍‌ ନିକଟସ୍ଥ ଆଶା ଗୃହରେ ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗିଯାଇଥିଲା।

ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି।

ତେବେ ମେଡିକାଲ କର୍ତ୍ତୃପକ୍ଷ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story