ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମିଳିଥିବା ସିଂହମୂର୍ତ୍ତି ଗଙ୍ଗ ରାଜତ୍ୱ ସମୟର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଏଏସ୍ଆଇର ଚେତା ପଶିଲା। ପୁରୀ ଏମ୍ଆର ମଠ ପରିସରରେ ଖନନବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଭଙ୍ଗା ସିଂହ ମୂର୍ତ୍ତିକୁ ନେଇ ଘନ ଘନ ଖବର ପ୍ରସାରଣ ପରେ ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ନିଜେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଆଞ୍ଚଳିକ ଅଧୀକ୍ଷକ ଅରୁଣ ମଲ୍ଲିକ। ମୂର୍ତ୍ତିଟିକୁ ସଫା କରି ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ସେ କହିଛନ୍ତି ଯେ ଏହା ଗଙ୍ଗ ରାଜତ୍ୱ ସମୟର ହୋଇଥାଇପାରେ। ଏହାର […]

Statue

Statue

Jitendra Garnayak
  • Published: Tuesday, 17 May 2022
  • Updated: 18 May 2022, 12:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଏଏସ୍ଆଇର ଚେତା ପଶିଲା। ପୁରୀ ଏମ୍ଆର ମଠ ପରିସରରେ ଖନନବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଭଙ୍ଗା ସିଂହ ମୂର୍ତ୍ତିକୁ ନେଇ ଘନ ଘନ ଖବର ପ୍ରସାରଣ ପରେ ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ନିଜେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଆଞ୍ଚଳିକ ଅଧୀକ୍ଷକ ଅରୁଣ ମଲ୍ଲିକ। ମୂର୍ତ୍ତିଟିକୁ ସଫା କରି ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ସେ କହିଛନ୍ତି ଯେ ଏହା ଗଙ୍ଗ ରାଜତ୍ୱ ସମୟର ହୋଇଥାଇପାରେ। ଏହାର ନମୁନା ସଂଗ୍ରହ କରାଯାଇଛି। ଅଧିକ ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ।

ଖନନ ବେଳେ ସିଂହମୂର୍ତ୍ତି ମିଳିବା ପରେ ଏହାର ଅନୁଧ୍ୟାନ ପାଇଁ ଏଏସ୍ଆଇକୁ ଓବିସିସି କହିଥିଲା ବୋଲି ସେ କହିଛନ୍ତି।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପ ପାଇଁ ଚାଲିଥିବା ଖନନବେଳେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଏମିତିକି ନିଜେ ଏଏସ୍ଆଇ ମଧ୍ୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କିଛି କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ଆଶଙ୍କା କରିଥିଲା। ହେଲେ ଗତକାଲି ଭଗ୍ନ ସିଂହମୂର୍ତ୍ତି ମାଟିତଳୁ ଉଦ୍ଧାର ହେବା ପରେ ଏହା ସ୍ପଷ୍ଟ ହୋଇଥିଲା। ସେହିପରି ଆଜି ଏମଆର ମଠ ପରିସରରୁ ଏକ ପୁରାତନ କାନ୍ଥର ମଧ୍ୟ ସନ୍ଧାନ ମିଳିଛି। ଫଳରେ ସରକାରଙ୍କୁ ଘେରିବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନକୁ ଦୃଢ଼ ତଥ୍ୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story