ଆସିକା: ବସ୍‌ ଓଲଟି ୧୫ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ପୁରୁଷୋତ୍ତମପୁରରୁ ଆସିକା ଆସୁଥିଲା।

bhamapur

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 02:02 PM IST

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ପୁରୁଷୋତ୍ତମପୁରରୁ ଆସିକା ଆସୁଥିଲା।

Related story