ଚାମ୍ବର ଭିତରେ ପଶି ଇଂରାଜୀ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ଭିଡିଓ ଭାଇରାଲ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀ ଚପଲରେ ପିଟିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଶନିବାର ତାଙ୍କ ଚାମ୍ବରରେ ଏହି ଘଟଣା ଘଟିଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି। ଦିନ ପ୍ରାୟ ସାଢ଼େ ୧୧ଟା। ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟା ତାଙ୍କ ଚାମ୍ବରରେ ବସିଥିଲେ। ଏହି ସମୟରେ ଅତର୍କିତ ଭାବେ ଚାମ୍ବରରେ ପଶିଥିଲେ ତାଙ୍କ ପତ୍ନୀ। ଚାମ୍ବରରେ ପଶିବା […]

Beating

Beating

Jitendra Garnayak
  • Published: Sunday, 21 August 2022
  • Updated: 21 August 2022, 01:02 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀ ଚପଲରେ ପିଟିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଶନିବାର ତାଙ୍କ ଚାମ୍ବରରେ ଏହି ଘଟଣା ଘଟିଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି।

ଦିନ ପ୍ରାୟ ସାଢ଼େ ୧୧ଟା। ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟା ତାଙ୍କ ଚାମ୍ବରରେ ବସିଥିଲେ। ଏହି ସମୟରେ ଅତର୍କିତ ଭାବେ ଚାମ୍ବରରେ ପଶିଥିଲେ ତାଙ୍କ ପତ୍ନୀ। ଚାମ୍ବରରେ ପଶିବା ପରେ ସେ ଭିତରୁ କବାଟ ଲକ୍ କରି ଦେଇଥିଲେ। ପତିପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ଶୁଣି ବିଶ୍ୱବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସେଠାରେ ପହଞ୍ଚି କବାଟ ବାଡ଼େଇ ଥିଲେ। ସେମାନେ କବାଟ ଖୋଲିବା ପାଇଁ କହିଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କ ପତ୍ନୀ ଭିତରେ ଥିବା ସେମାନେ ଜାଣି ନଥିଲେ।

ଚାମ୍ବରର କବାଟ ନ ଖୋଲିବାରୁ ଅନ୍ୟ କିଛି କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ସେଠାରେ ପହଞ୍ଚିଥିଲେ। କିନ୍ତୁ ଭିତର ପଟୁ କବାଟ ନଖୋଲିବାରୁ ଭେଣ୍ଟିଲେସନ୍ ଦ୍ୱାର ଦେଇ ରୁମ୍ ଭିତରେ କ’ଣ ଚାଲିଛି ଦେଖିବା ପାଇଁ ସୁରକ୍ଷା କର୍ମଚାରୀମାନେ ପ୍ରୟାସ କରିଥିଲେ। ଚାମ୍ବର ଭିତରେ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରକୁ ଚପଲରେ ପିଟୁଥିବା ସେମାନେ ଦେଖିଥିଲେ।

କିଛି ସମୟ ପରେ ଚାମ୍ପରର କବାଟ ଫିଟି ଥିଲା। ଏହା ପରେ ଜଣାପଡ଼ିଥିଲା ଯେ ଉକ୍ତ ମହିଳା ଜଣଙ୍କ ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କ ପତ୍ନୀ। ଉପସ୍ଥିତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ଏମିତି ଏକ ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ କାହିଁକି ଘଟିଲା, ତାହା ଏଯାଏ ଜଣାପଡ଼ିନି। ଏହା ଘରୋଇ କଳିର ପରିଣତି ନା ଏହା ପଛରା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନି। ଥାନାରେ ବି ଏନେଇ ଅଭିଯୋଗ ହୋଇନାହିଁ।
https://www.youtube.com/watch?v=5J6IoeK245o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story