ସ୍ତ୍ରୀକୁ ହାଣିଲା, ଜନ୍ମକଲା ଛୁଆକୁ ବି ଛାଡିଲାନି

<p>ସମ୍ବଲପୁର(ଓଡିଶା ରିପୋର୍ଟର): ସମ୍ବଲପୁରରେ କୋର୍ଟ ପରିସରରେ ସୋମବାର ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଗୁରୁତର ଅବସ୍ଥାରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ଖବରରୁ ଜଣାପଡିଛି ଯେ, ପରିବାରିକ କଳହ ଯୋଗୁ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ପୀଡିତା କୋର୍ଟଙ୍କ ଦ୍ୱରସ୍ତ ହୋଇଥିଲେ। ସୋମବାର ଫ୍ୟାମିଲି କୋର୍ଟକୁ ମହିଳା ଜଣକ ନିଜ ଶିଶୁ ଓ ମା&rsquo;ଙ୍କ ସହ ଆସିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ରକ୍ତମୁଖା ହୋଇ କୋର୍ଟ ପରିସରରୁ ପଶି ଆସିଥିଲା। କାଉନ୍&zwnj;ସେଲିଂ ପାଇଁ ଆସିଥିବା ପତ୍ନୀଙ୍କୁ ଏକ ଭୁଜାଲିରେ ହାଣି ପକାଇଥିଲା। ରକ୍ତମୁଖା ହୋଇ ଛୋଟ ଶିଶୁଟିକୁ ମଧ୍ୟ ଛାଡି ନ ଥିଲା। ସମ୍ପର୍କୀୟମାନେ ଏହା ଜାଣିପାରି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ କାବୁ କରି ନେଇଛି।</p>

Ordigital Desk
  • Published: Monday, 23 April 2018
  • Updated: 23 April 2018, 10:36 AM IST

Sports

Latest News

<p>ସମ୍ବଲପୁର(ଓଡିଶା ରିପୋର୍ଟର): ସମ୍ବଲପୁରରେ କୋର୍ଟ ପରିସରରେ ସୋମବାର ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଗୁରୁତର ଅବସ୍ଥାରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>ଖବରରୁ ଜଣାପଡିଛି ଯେ, ପରିବାରିକ କଳହ ଯୋଗୁ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ପୀଡିତା କୋର୍ଟଙ୍କ ଦ୍ୱରସ୍ତ ହୋଇଥିଲେ। ସୋମବାର ଫ୍ୟାମିଲି କୋର୍ଟକୁ ମହିଳା ଜଣକ ନିଜ ଶିଶୁ ଓ ମା&rsquo;ଙ୍କ ସହ ଆସିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ରକ୍ତମୁଖା ହୋଇ କୋର୍ଟ ପରିସରରୁ ପଶି ଆସିଥିଲା। କାଉନ୍&zwnj;ସେଲିଂ ପାଇଁ ଆସିଥିବା ପତ୍ନୀଙ୍କୁ ଏକ ଭୁଜାଲିରେ ହାଣି ପକାଇଥିଲା। ରକ୍ତମୁଖା ହୋଇ ଛୋଟ ଶିଶୁଟିକୁ ମଧ୍ୟ ଛାଡି ନ ଥିଲା। ସମ୍ପର୍କୀୟମାନେ ଏହା ଜାଣିପାରି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ କାବୁ କରି ନେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos