ବେଙ୍ଗାଲୁରୁରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ରଥଯାତ୍ରା ପାଳିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ସହକାର ନଗରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏହି ରଥଯାତ୍ରା ଆୟୋଜନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ସାଢେ ୬ଟାବେଳେ ରଥ ପହଞ୍ଚିଥିଲା। ଏହି ଅବସରରେ କର୍ଣ୍ଣାଟକ କୃଷିମନ୍ତ୍ରୀ କ୍ରିଷ୍ଣା ବାଇରେ ଗୌଡା, ଜୟନଗର ବିଜେପି ବିଧାୟକ ବି.ଏନ୍.ବିଜୟକୁମାର, ହାଲର ପୂର୍ବତନ ଚେୟାରମ୍ୟାନ ଏନ.ଆର୍.ମହାନ୍ତି, ଓଡ଼ିଶା ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ ଶୁଭ୍ରା ପଟ୍ଟନାୟକ ଏବଂ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ।

rath

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 03:58 AM IST

Related story