ସାଲେପୁର ଓ ପାଟକୁରାରେ ଶିଶୁଙ୍କୁ ଦୁଷ୍କର୍ମ ମୋତେ ବ୍ୟଥିତ କରିଛି: ବୈଜୟନ୍ତ

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): &nbsp;ସାଲେପୁର, ପାଟକୁରାରେ ଦୁଇ ଜଣ ଶିଶୁଙ୍କୁ ଦୁଷ୍କର୍ମ ଖବର ବ୍ୟଥିତ କରିଥିବା କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍ କରି ଏନେଇ ଦୁଃଖ ପ୍ରକାଶ କରିଛନ୍ତି।</p> <p>ଗତ ସପ୍ତାହକ ମଧ୍ୟରେ ଓଡ଼ିଶାରେ ଏହି ଭଳି ୪ଟି ଘଟଣା ଘଟିଛି। ଏଭଳି କୁତ୍ସିତ ଘଟଣା ବଢ଼ି ଚାଲିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ସେ ବହୁବାର କହି ଆସୁଥିବା ଏବଂ ଏଥିପାଇଁ ଶରବ୍ୟ ହୋଇ ଆସୁଥିବା ସେ ଟ୍ୱିଟ୍&zwnj;ରେ ଉଲ୍ଲେଖ କରିଛନ୍ତି।</p>

Ordigital Desk
  • Published: Sunday, 22 April 2018
  • Updated: 22 April 2018, 05:20 PM IST
<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): &nbsp;ସାଲେପୁର, ପାଟକୁରାରେ ଦୁଇ ଜଣ ଶିଶୁଙ୍କୁ ଦୁଷ୍କର୍ମ ଖବର ବ୍ୟଥିତ କରିଥିବା କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍ କରି ଏନେଇ ଦୁଃଖ ପ୍ରକାଶ କରିଛନ୍ତି।</p><p>ଗତ ସପ୍ତାହକ ମଧ୍ୟରେ ଓଡ଼ିଶାରେ ଏହି ଭଳି ୪ଟି ଘଟଣା ଘଟିଛି। ଏଭଳି କୁତ୍ସିତ ଘଟଣା ବଢ଼ି ଚାଲିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ସେ ବହୁବାର କହି ଆସୁଥିବା ଏବଂ ଏଥିପାଇଁ ଶରବ୍ୟ ହୋଇ ଆସୁଥିବା ସେ ଟ୍ୱିଟ୍&zwnj;ରେ ଉଲ୍ଲେଖ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos