ବାଲୁକାକଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ବାରବାଟୀ ଦିନିକିଆ ପାଇଁ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ୬ ଟନ୍ ବାଲିରେ ଏକ ବିରାଟ ବାଲୁକାକୃତି ନିର୍ମାଣ କରିଛନ୍ତି। ଏଥିରେ ଟିମ୍‌ ଇଣ୍ଡିଆକୁ ବାରବାଟୀରେ ସ୍ୱାଗତ କରିବା ସହ କ୍ୟାପଟେନ୍‌ ମୋହଲିଙ୍କ ନେତୃତ୍ୱାଧୀନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ। ବାରବାଟୀ ମ୍ୟାଚ୍‌ ପୂର୍ବରୁ ସୁଦର୍ଶନଙ୍କ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଛି।

Sand Art,,,

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 01:28 PM IST

ପୁରୀ: ଆସନ୍ତାକାଲି ବାରବାଟୀ ଦିନିକିଆ ପାଇଁ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ୬ ଟନ୍ ବାଲିରେ ଏକ ବିରାଟ ବାଲୁକାକୃତି ନିର୍ମାଣ କରିଛନ୍ତି। ଏଥିରେ ଟିମ୍‌ ଇଣ୍ଡିଆକୁ ବାରବାଟୀରେ ସ୍ୱାଗତ କରିବା ସହ କ୍ୟାପଟେନ୍‌ ମୋହଲିଙ୍କ ନେତୃତ୍ୱାଧୀନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।

ବାରବାଟୀ ମ୍ୟାଚ୍‌ ପୂର୍ବରୁ ସୁଦର୍ଶନଙ୍କ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଛି।

Related story