ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଦୁର୍ଗାପୁର ଗାଁରେ ଆଜି ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ ଗାଧୋଇବାକୁ ଯାଇ ରୁଚି ନାୟକ(୮) ଓ ରଞ୍ଜିତା ନାୟକ(୯) ବୁଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

baripada

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 01:53 PM IST

Related story