ଭଦ୍ରକ ଶାନ୍ତି କମିଟି ବୈଠକରେ ମିଡିଆକୁ ମନା

ଭଦ୍ରକ: ଅଶାନ୍ତ ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ଶୀଘ୍ର ଶାନ୍ତି କମିଟି ବୈଠକ ବସିବ। ହେଲେ ଏହି ବୈଠକରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମିଲ କରାଯିବ ନାହିଁ ବୋଲି ଆଜି ଆରଡିସି ଏବି ଓତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବୈଠକ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଉତ୍ତେଜିତ ଶଦ୍ଦ ବ୍ୟବହାର ନ କରିବା ପାଇଁ ଆରଡିସି ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି,“କର୍ଫ୍ୟୁ ସମୟରେ ସବୁ […]

ota

ota

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 12:58 PM IST

Sports

Latest News

ଭଦ୍ରକ: ଅଶାନ୍ତ ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ଶୀଘ୍ର ଶାନ୍ତି କମିଟି ବୈଠକ ବସିବ। ହେଲେ ଏହି ବୈଠକରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମିଲ କରାଯିବ ନାହିଁ ବୋଲି ଆଜି ଆରଡିସି ଏବି ଓତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବୈଠକ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଉତ୍ତେଜିତ ଶଦ୍ଦ ବ୍ୟବହାର ନ କରିବା ପାଇଁ ଆରଡିସି ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି,“କର୍ଫ୍ୟୁ ସମୟରେ ସବୁ ଔଷଧ ଦୋକାନ ଖୋଲା ରହିବ। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୋସିଆଲ ମିଡିଆ ବନ୍ଦ ରହିବ। ସ୍ଥିତି ସମୀକ୍ଷା ପରେ ସୋସିଆଲ ମିଡିଆ ଉପରେ ନିଷ୍ପତ୍ତି ନିଆଯିବ। ହିଂସାରେ ଗରିବ ଲୋକଙ୍କ ଯାହା କ୍ଷତି ଘଟିଛି ଆକଳନ କରାଯିବା ପରେ ସହାୟତା ଦିଆଯିବାକୁ ବନ୍ଦୋବସ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story