ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟ୍ୱିଟର ଜରିଆରେ ମୋଦି କହିଛନ୍ତି, ବିଜୁବାବୁ ଜଣେ ଦୂରଦର୍ଶୀ, ଜୀବନବ୍ୟାପୀ  ସେ ସମାଜର ହିତ ସାଧନ ପାଇଁ କାମ କରୁଥିଲେ।

modi

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 09:25 AM IST

Related story