ପତ୍ନୀ ଆଗରେ ଚାଲିଗଲା ସ୍ୱାମୀ, ଝିଅଙ୍କ ଜୀବନ

ବାଲିଗୁଡ଼ା (ଅଜିତ ନାୟକ): ସ୍ୱାମୀ, ସ୍ତ୍ରୀ ଓ ଝିଅ ବାଇକ୍‌ରେ ଘରକୁ ଫେରୁଥିଲେ। ଅଧା ରାସ୍ତାରେ ହେଲା ମର୍ମନ୍ତୁଦ ଦୁର୍ଘଟଣା। ଆଉ ପତ୍ନୀ ଆଗରେ ଚାଲିଗଲା ସ୍ୱାମୀ ଓ ଝିଅର ଜୀବନ। ଆଜି ଏମିତି ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। କୋଟଗଡ଼ ବାରିଗଡ଼ରୁ ବିପ୍ରବର ସାହୁ, ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ଓ ଝିଅ ରଶ୍ମୀତା ଏକ ବାଇକ୍‌ରେ ନିଜ ଗାଁ ସାରଙ୍ଗଗଡ଼କୁ ଫେରୁଥିଲେ। ତେବେ ୫୯ ନମ୍ୱର ଜାତୀୟ ରାଜପଥର ଜକିକିଆ ଛକ ନିକଟରେ ବିପରୀତ ଦିଗରୁ […]

bike-accident

bike-accident

Manoranjan Sial
  • Published: Monday, 06 July 2020
  • Updated: 06 July 2020, 05:02 PM IST

ବାଲିଗୁଡ଼ା (ଅଜିତ ନାୟକ): ସ୍ୱାମୀ, ସ୍ତ୍ରୀ ଓ ଝିଅ ବାଇକ୍‌ରେ ଘରକୁ ଫେରୁଥିଲେ। ଅଧା ରାସ୍ତାରେ ହେଲା ମର୍ମନ୍ତୁଦ ଦୁର୍ଘଟଣା। ଆଉ ପତ୍ନୀ ଆଗରେ ଚାଲିଗଲା ସ୍ୱାମୀ ଓ ଝିଅର ଜୀବନ। ଆଜି ଏମିତି ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

କୋଟଗଡ଼ ବାରିଗଡ଼ରୁ ବିପ୍ରବର ସାହୁ, ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ଓ ଝିଅ ରଶ୍ମୀତା ଏକ ବାଇକ୍‌ରେ ନିଜ ଗାଁ ସାରଙ୍ଗଗଡ଼କୁ ଫେରୁଥିଲେ। ତେବେ ୫୯ ନମ୍ୱର ଜାତୀୟ ରାଜପଥର ଜକିକିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ତଗାକିଆ ଗାଁର ଉଚ୍ଛବ ଦିଗାଲଙ୍କ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବିପ୍ରବର ଓ ତାଙ୍କ ଝିଅ ରଶ୍ମୀତାଙ୍କର ମୃତ୍ୟୁ ଘଟିଥିଲା। ତେବେ ରାଜଲକ୍ଷ୍ମୀ ଓ ଉଚ୍ଛବ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲିଗୁଡ଼ା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story