ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର କାଉଣ୍ଟର ଆଟାକ୍

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ମନ୍ତବ୍ୟ ପ୍ରତିବାଦରେ ଆଜି ରାଜଧାନୀରେ ଯୁବ ବିଜେଡିର ବିକ୍ଷୋଭ ପ୍ରଦର୍ଶନ କରିଛି।  ଏହି  ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ କ୍ଷମା ମାଗିବାକୁ ଦାବି କରିଛି। ଏହି ଦାବିରେ ଆଜି ଦଳୀୟ କାର୍ଯ୍ୟାଳୟରୁ ଏକ ରାଲି ବାହାରି ରାଜଭବନ ଅଭିମୁଖେ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି।  ପରେ ବିଡେଜିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏ ନେଇ ଦାବିପତ୍ର ଦେଇଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର […]

bjd

bjd

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 11:00 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ମନ୍ତବ୍ୟ ପ୍ରତିବାଦରେ ଆଜି ରାଜଧାନୀରେ ଯୁବ ବିଜେଡିର ବିକ୍ଷୋଭ ପ୍ରଦର୍ଶନ କରିଛି।  ଏହି  ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ କ୍ଷମା ମାଗିବାକୁ ଦାବି କରିଛି। ଏହି ଦାବିରେ ଆଜି ଦଳୀୟ କାର୍ଯ୍ୟାଳୟରୁ ଏକ ରାଲି ବାହାରି ରାଜଭବନ ଅଭିମୁଖେ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି।  ପରେ ବିଡେଜିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏ ନେଇ ଦାବିପତ୍ର ଦେଇଛନ୍ତି।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ପାଇଁ ବିଜେଡି ସବୁବେଳେ ଦାବି କରି ‌ଆସୁଥିବା ବେଳେ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏଭଳି ସ୍ଥିତିରେ ଗତକାଲି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଜେନେରାଲ ଭି. କେ. ସିଂ ଏହାକୁ ରେଡ୍ ସିଗନାଲ ଦେଖାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟକୁ ଅଧିକ ଅନୁଦାନ ମିଳୁଥିବାରୁ ସ୍ପେଶାଲ ଷ୍ଟାଟସର ଆବଶ୍ୟକତା ନାହିଁ। ଏ ନେଇ ବିଜେପିର ପ୍ରତିକ୍ରିୟା ମିଳିନାହିଁ।

https://www.youtube.com/watch?v=t5CIaXlCSAk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story