ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ: ବିଜେଡି ଜିଲ୍ଲା ସଭାପତି ନିଲମ୍ବିତ, କଂଗ୍ରେସ ଜିଲ୍ଲା ସଭାପତି ବହିଷ୍କୃତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ନୂଆପଡା ଜିଲ୍ଲା ବିଜେଡି ସଭାପତି ଏବଂ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ପାଇଁ ମହଙ୍ଗା ପଡ଼ିଛି। ନୂଆପଡା ଜିଲ୍ଲା ବିଜେଡି ସଭାପତି ପ୍ରସନ୍ନ ପାଢୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବନ କରିଛନ୍ତି। ପ୍ରସନ୍ନଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝିଙ୍କୁ ମଧ୍ୟ ନବୀନ ନିଲମ୍ବନ କରିଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁଧୀର ସାମଲଙ୍କୁ କଂଗ୍ରେସରୁ ବହିଷ୍କାର […]

bjd-congress

bjd-congress

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 10:44 PM IST

Sports

Latest News

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ନୂଆପଡା ଜିଲ୍ଲା ବିଜେଡି ସଭାପତି ଏବଂ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ପାଇଁ ମହଙ୍ଗା ପଡ଼ିଛି।

ନୂଆପଡା ଜିଲ୍ଲା ବିଜେଡି ସଭାପତି ପ୍ରସନ୍ନ ପାଢୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବନ କରିଛନ୍ତି। ପ୍ରସନ୍ନଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝିଙ୍କୁ ମଧ୍ୟ ନବୀନ ନିଲମ୍ବନ କରିଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁଧୀର ସାମଲଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ପିସିସି ମୁଖପାତ୍ର ସୌଗତ ମହାନ୍ତି ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନମିତା ନାୟକଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ସୂଚନା ଦେଇଛନ୍ତି।

ସୁଧୀର କହିଛନ୍ତି,“ସେ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଶୀଘ୍ର ବିଜେଡିରେ ସାମିଲ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story