ବଦଳିଲା ବିଜେଡି ସମ୍ବିଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ। ରୋଡମ୍ୟାପ୍ ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍  ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି । ତାସହିତ ରାଜନୈତିକ ଓ ସାଙ୍ଗଠନନିକ ପ୍ରସ୍ତାବ ଉପରେ ହୋଇଛି ବିସ୍ତୃତ ଆଲୋଚନା । କେନ୍ଦ୍ରୀୟ ଅବହେଳା, […]

naveen

naveen

Tapas Behera
  • Published: Sunday, 20 December 2020
  • Updated: 21 December 2020, 12:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ। ରୋଡମ୍ୟାପ୍ ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍  ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି । ତାସହିତ ରାଜନୈତିକ ଓ ସାଙ୍ଗଠନନିକ ପ୍ରସ୍ତାବ ଉପରେ ହୋଇଛି ବିସ୍ତୃତ ଆଲୋଚନା । କେନ୍ଦ୍ରୀୟ ଅବହେଳା, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ଧାନର ଏମ୍ଏସ୍ପି ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରସ୍ତାଯକାର୍ଯ୍ୟକାରିଣୀରେ ଅନୁମୋଦନ ଲାଭ କରିଛି । ଏହା ସହ SC-ST ଓ ସଂଖ୍ୟାଲଘୁଙ୍କ ପାଇଁ ଦଳର ନିର୍ବାଚନ ଇସ୍ତାହାର ଯାହା ଥିଲା ତାକୁ ସରକାରୀ ଏଜେଣ୍ଡା ଭାବେ ଗ୍ରହଣ କରିବା, କୋଭିଡ୍ ପରିଚାଳାନରେ ସଫଳତା, ୧୯ ନିର୍ବାଚନ ଓ ପରବର୍ତ୍ତୀ ୪ ଉପନିର୍ବାଚନରେ ସଫଳତା, ସମ୍ବିଧାନ ସଂଶୋଧନ ଭଳି ୯ଟି ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।

ଅଧିକ ପଢ଼ନ୍ତୁ : ବିଜେଡିରେ ଅଲୋଡ଼ା ହେଲେଣି ଅନୁଭବ !

କାର୍ଯ୍ୟକାରିଣୀରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ ବି ଦିଆଯାଇଛି ଗୁରୁତ୍ୱ । ଦଳର ସଭ୍ୟ ସଂଖ୍ୟା ୧ କୋଟିରେ ପହଞ୍ଚିଛି । ଆଗକୁ ଆହୁରି ୫୦, ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ କାର୍ଯ୍ୟ କରିବ ବୋଲି ସାଧାରଣ ସଂପାଦକ କହିଥିଲେ । ଷଷ୍ଠଥର ପାଇଁ ଦଳ କେମିତି ଜିତିବ ସେନେଇ ଅଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଏହା ସହ କର୍ମ ଓ ବାକ୍ୟରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି।  ସେପଟେ ବିଜେଡି ସମ୍ବିଧାନର ୮ଟି ଆର୍ଟିକିଲ୍ ଓ ୨ କ୍ଲଜ୍‌ରେ ସଂଶୋଧନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏଣିକି ଜିଲ୍ଲା ଓ ରାଜ୍ୟସ୍ତରରେ ପଦାଧିକାରୀଙ୍କ ସଂଖ୍ୟା ବଢ଼ାଯାଇପାରିବ । ସେପଟେ ବିଜେଡି କର୍ମୀମାନଙ୍କ ପାଇଁ ଏକ କର୍ପସ୍ ଫଣ୍ଡ ଗଠନ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story