ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ ବିଜେଡି କାଉନ୍‌ସିଲର

ସୋନପୁର (ରବୀନ୍ଦ୍ର ହୋତା): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର। ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପୂରା ଘଟଣାଟି ଏମିତି। ଆଜି ପ୍ରକାଶ ପାଇଛି ପୌର ଫଳାଫଳ। ଏଥିରେ ସୋନପୁର ପୌର ପରିଷଦର ୯ ନମ୍ୱର ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ବିଜେଡିର କଇରୁ ସ୍ୱାଇଁ। ଫଳାଫଳ ପ୍ରକାଶ ପାଇବା ପରେ ସେ ନିଜ ସମର୍ଥକଙ୍କୁ […]

Subarnapur

Subarnapur

Manoranjan Sial
  • Published: Saturday, 26 March 2022
  • Updated: 26 March 2022, 07:46 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କାଉନ୍‌ସିଲର। ଆଜି ଏପରି ଚିତ୍ର ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡ଼ଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ପୂରା ଘଟଣାଟି ଏମିତି। ଆଜି ପ୍ରକାଶ ପାଇଛି ପୌର ଫଳାଫଳ। ଏଥିରେ ସୋନପୁର ପୌର ପରିଷଦର ୯ ନମ୍ୱର ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ବିଜେଡିର କଇରୁ ସ୍ୱାଇଁ। ଫଳାଫଳ ପ୍ରକାଶ ପାଇବା ପରେ ସେ ନିଜ ସମର୍ଥକଙ୍କୁ ଧରି ବିଜୟ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେ ସର୍ବ ସମ୍ମୁଖରେ ବନ୍ଧୁକ ଫୁଟାଇ ସେଲିବ୍ରେସନ୍‌ କରିଥିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓଟି ମୋବାଇଲରୁ ମୋଇଲ୍‌ ଘୂରି ବୁଲୁଛି। ବିଜୟୀ କାଉନ୍‌ସିଲଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ସର୍ବ ସାଧାରଣରେ ଫୁଟା ଯାଇଥିବା ବନ୍ଧୁକଟି କାହାର? ବନ୍ଧୁକ ଫୁଟାଇବାକୁ କିଏ ଅନୁମତି ଦେଇଛନ୍ତି? ବନ୍ଧୁକ ଚଳାଇଥିବା କାଉନ୍‌ସିଲରଙ୍କ ପାଖରେ ଲାଇସନ୍ସ ଅଛି ତ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଜିଲ୍ଲା ପୁଲିସ୍‌ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଛି।

ତେବେ ଏନେଇ କଇରୁ ସ୍ୱାଇଁ କିମ୍ୱା ପୁଲିସର ପ୍ରତିକ୍ରିୟା ମିଳିପାରି ନାହଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story