Advertisment

ବ୍ରହ୍ମପୁର ମହାନଗର ନିଗମ; ବିଜେଡି-ବିଜେପି ମୁହାଁମୁହିଁ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ୍‌ ଗଣତି ଚାଲିଛି। ଏହି ତିନୋଟି ମହାନଗର ନିଗମରରେ କିଏ ସୁନାର ମୁକୁଟ ପିନ୍ଧିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଆଗୁଆ ଚାଲିଥିବା ବେଳେ ତାକୁ କଡା ଟକ୍କର ଦେଉଛି ବିଜେପି। ସେହିପରି କଟକରେ ବିଜେଡିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ବ୍ରହ୍ମପୁର  ବିଜେଡି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ୨୭୩୬୧ ଭୋଟ୍‌ରେ ଆଗୁଆ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବ୍ରହ୍ମପୁର ମହାନଗର ନିଗମ; ବିଜେଡି-ବିଜେପି ମୁହାଁମୁହିଁ

Bjp-BjD

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ୍‌ ଗଣତି ଚାଲିଛି। ଏହି ତିନୋଟି ମହାନଗର ନିଗମରରେ କିଏ ସୁନାର ମୁକୁଟ ପିନ୍ଧିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଆଗୁଆ ଚାଲିଥିବା ବେଳେ ତାକୁ କଡା ଟକ୍କର ଦେଉଛି ବିଜେପି। ସେହିପରି କଟକରେ ବିଜେଡିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ।

ବ୍ରହ୍ମପୁର  ବିଜେଡି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ୨୭୩୬୧ ଭୋଟ୍‌ରେ ଆଗୁଆ ଥିବା ବେଳେ ପଛରେ ରହିଛନ୍ତି ବିଜେପି ମେୟର ପ୍ରାର୍ଥୀ ସବିତା ସୁଆର। ସେ ୨୦୭୩୬ ଭୋଟ୍‌ ପାଇଛନ୍ତି। ସେହିପରି  କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ୩୨୭୦ ଭୋଟ୍‌ ପାଇଛନ୍ତି।

Advertisment
Municipal Election Result 2022