‘ରମେଶଙ୍କୁ ମାରିଦେଲେ, ତାଙ୍କର ହାଜତ ହତ୍ୟା ହୋଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବାସେଲିସାହି ଥାନା ହାଜତ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ ଉପରେ ବର୍ଷି ସମ୍ବିତ କହିଛନ୍ତି, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା। କେ. ରମେଶ କ’ଣ ଜଣେ ଆତଙ୍କବାଦୀ ଥିଲେ ଯେ, ତାଙ୍କୁ ଘଣ୍ଟାଏ ଭିତରେ ବାଡ଼େଇ ବାଡ଼େଇ ମାରିଦେଲେ। […]

sambit

sambit

Niharika Rout
  • Published: Saturday, 21 November 2020
  • Updated: 21 November 2020, 02:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବାସେଲିସାହି ଥାନା ହାଜତ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ରାଜ୍ୟ ସରକାରଙ୍କ ଉପରେ ବର୍ଷି ସମ୍ବିତ କହିଛନ୍ତି, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା। କେ. ରମେଶ କ’ଣ ଜଣେ ଆତଙ୍କବାଦୀ ଥିଲେ ଯେ, ତାଙ୍କୁ ଘଣ୍ଟାଏ ଭିତରେ ବାଡ଼େଇ ବାଡ଼େଇ ମାରିଦେଲେ। ପୁଲିସ୍‌ ରକ୍ଷକ ପରିବର୍ତ୍ତେ ଭକ୍ଷକ ହେବା ଆଦୌ ଉଚିତ ନୁହେଁ ବୋଲି ଚେତାଇ ଦେଇଛନ୍ତି ସମ୍ବିତ।

ଏଥିସହ ସେ କହିଛନ୍ତି, ରମେଶ ତାଙ୍କ ବାପାମା’ଙ୍କ ଗୋଟିଏ ବୋଲି ପୁଅ ଥିଲେ। ତାଙ୍କ ବାପାମା’ଙ୍କୁ କିଏ ପୋଷିବ। ସେମାନେ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ହୋଇଥିବା ବେଳେ ଘଟଣା ପ୍ରଘଟ ହେବା ଆଶଙ୍କାରେ ପୁଲିସ୍‌ ତାଙ୍କ ବାପାମା’ ଓ ଦାଦାଙ୍କୁ ରାତି ଅଧରେ ଉଠାଇ ନେଲା।

ଏନେଇ  NHRC ଦୃଷ୍ଟି ଆକର୍ଷଣ କରିବା ପରେ  ଗତରାତିରେ  ମୃତ ରମେଶଙ୍କ ଦାଦାଙ୍କୁ ପୁଲିସ୍‌  ଛାଡ଼ି ଦେଇଥିବା ବେଳେ ସେ ଅସୁସ୍ଥ ଅଛନ୍ତି। କିନ୍ତୁ ତାଙ୍କ ବାପାମା’ଙ୍କ ଖବର ଜଣାପଡ଼ୁନି। କିଛି ଲୋକ ସେମାନଙ୍କୁ ଛାଡ଼ି ଦିଆଯାଇଥିବା କହୁଥିବା ବେଳେ ଏବେ ସେ କେଉଁଠି ଓ କିପରି ଅଛନ୍ତି କେହି ଜାଣି ନାହାନ୍ତି। ତେଣୁ ସେମାନଙ୍କୁ ସର୍ବସମ୍ମୁଖକୁ ଆଣିବାକୁ ଦାବି କରିଛନ୍ତି ସମ୍ବିତ।

ଏଥିସହ ରମେଶଙ୍କ ଶବ ସଂସ୍କାର ବେଳେ କୌଣସି ପରମ୍ପରା ରକ୍ଷା କରାଯାଇ ନ ଥିବା ଅଭିଯୋଗ ଆଣିଛନ୍ତି  ସମ୍ବିତ। ପଛଦ୍ୱାର ବାଟେ ଶବକୁ ନେଇଯାଇ ତରବରିଆ ଭାବେ ଦାହ କରିଦେଲେ। ଶବକୁ ସମ୍ମାନ ଦିଆଗଲାନି। ଅଧର୍ମ କାମ ହୋଇଛି। ଏହା କେବେବି ଗ୍ରହଣୀୟ ନୁହେଁ।

ଏଥିସହ ସେ କହିଛନ୍ତି, ରମେଶ ତାଙ୍କ ବାପାମା’ଙ୍କ ଗୋଟିଏ ବୋଲି ପୁଅ ଥିଲେ। ତାଙ୍କ ବାପାମା’ଙ୍କୁ କିଏ ପୋଷିବ। ସରକାର ତାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ଅପରପକ୍ଷେ ରମେଶଙ୍କ ଶବ ସଂସ୍କାର ବେଳେ ପରିବାର ଲୋକ ଉପସ୍ଥିତ ଥିବା ଜଣାଇଲା ପୁଲିସ୍‌। ଏନେଇ ସ୍ୱର୍ଗଦ୍ୱାରର ସିସିଟିଭି ଫୁଟେଜ ଜାରି କଲେ ପୁରୀ ଏସ୍‌ପି ।  ଟ୍ୱିଟରରେ ଭିଡିଓ ଫୁଟେଜ ଦେଇ ସଂସ୍କାର ବେଳେ ରମେଶଙ୍କ ବାପା, ଦାଦା ଉପସ୍ଥିତ ଥିବା ଜଣାଇଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story