ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି କରିବ ରଣନୀତି: ଏକାଠି ହେବେ ତୁଙ୍ଗ ନେତା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆଜି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ସଭାପତି ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ସମସ୍ତ ରାଜ୍ୟର ସଭାପତି, ପ୍ରଭାରୀ ଏବଂ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହ ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ପ୍ରାୟ ୧୦ଟାରେ ବୈଠକ ଆରମ୍ଭ ହେବ।

କେନ୍ଦ୍ରରେ ମୋଦି ସରକାରକୁ ୪ବର୍ଷ  ପୂରିବାକୁ ଯାଉଛି। ଏହି ଚାରିବର୍ଷର ସଫଳତାକୁ କିଭିଳି ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ  ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳର ରୋଡ ମ୍ୟାପ କ’ଣ ହେବ ସେ ନେଇ ରଣନୀତି ପ୍ରସ୍ତୁତ ହେବା କୁହାଯାଉଛି।

Ordigital Desk
• Published: Monday, 14 May 2018
• Updated: 14 May 2018, 08:06 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆଜି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ସଭାପତି ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ସମସ୍ତ ରାଜ୍ୟର ସଭାପତି, ପ୍ରଭାରୀ ଏବଂ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସହ ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ପ୍ରାୟ ୧୦ଟାରେ ବୈଠକ ଆରମ୍ଭ ହେବ।

କେନ୍ଦ୍ରରେ ମୋଦି ସରକାରକୁ ୪ବର୍ଷ  ପୂରିବାକୁ ଯାଉଛି। ଏହି ଚାରିବର୍ଷର ସଫଳତାକୁ କିଭିଳି ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ  ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳର ରୋଡ ମ୍ୟାପ କ’ଣ ହେବ ସେ ନେଇ ରଣନୀତି ପ୍ରସ୍ତୁତ ହେବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos