ବେକାରୀ ସମସ୍ୟା ନେଇ ରାଜ୍ୟ ବ୍ୟାପି ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଆଜି ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଆଗରେ ଧାରଣା ଦେଇଛି ବିଜେପି। ଏହି ଅବସରରେ ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ୍ ଅଭିମୁଖେ ଯାଇଥିଲା। ତେବେ ଅଫିସ୍‌ରେ ପହଞ୍ଚିବା ବେଳେ ଏଠାରେ ପୂର୍ବରୁ ତାଲା ପଡିଥିବା ଦେଖାଯାଇଥିଲା। ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅଫିସ୍ ବୋର୍ଡରେ କଳା ବୋଳିଥିଲେ।

h-99-9

h-99-9

Tapas Behera
  • Published: Monday, 05 November 2018
  • Updated: 05 November 2018, 04:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଆଜି ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଆଗରେ ଧାରଣା ଦେଇଛି ବିଜେପି। ଏହି ଅବସରରେ ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ୍ ଅଭିମୁଖେ ଯାଇଥିଲା।

ତେବେ ଅଫିସ୍‌ରେ ପହଞ୍ଚିବା ବେଳେ ଏଠାରେ ପୂର୍ବରୁ ତାଲା ପଡିଥିବା ଦେଖାଯାଇଥିଲା। ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅଫିସ୍ ବୋର୍ଡରେ କଳା ବୋଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story